Tweeturi

Ai blocat pe @abvpodisha

Sigur vrei să vezi aceste Tweeturi? Vizualizarea Tweeturilor nu va debloca utilizatorul @abvpodisha

  1. acum 10 ore

    କେନ୍ଦ୍ର ସରକାରଙ୍କ ଦ୍ୱାରା ଶିଳ୍ପୀଗ୍ରାମ ମାନ୍ୟତାପ୍ରାପ୍ତ ପୁରୀର ରଘୁରାଜପୁର ଗାଁ। ଭାର୍ଗବୀ ନଦୀ କୂଳରେ ନଡ଼ିଆ, ତାଳ, ଆମ୍ବ, ପଣସ ବଣ କୋଳରେ ଅବସ୍ଥିତ ଏହି ଗାଁଟି ଗୋଟି ପୁଅ ନୃତ୍ୟ ଓ ପଟ୍ଟଚିତ୍ର ପାଇଁ ବିଶ୍ୱ ପ୍ରସିଦ୍ଧ। ତାଳ ପତ୍ର ଲେଖନୀ, ପଥର ଓ କାଠ ଖୋଦେଇ ମୂର୍ତ୍ତିର ଆକର୍ଷଣ ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଟାଣି ଆଣେ।

    Anulează acțiunea
  2. 28 oct.

    ରାଜନଗର ଶାଖାର ରିଘାଗଡ଼ ଗ୍ରାମରେ ଥିବା ବୃଦ୍ଧାଶ୍ରମ ପରିସରରେ ଦୀପାବଳୀ ପାଳନ।

    Anulează acțiunea
  3. 28 oct.

    କଟକ ଶାଖାର ସାପ୍ତାହିକ ସଂସ୍କାର କେନ୍ଦ୍ରରେ ଖାତା, କଲମ ବଣ୍ଟନ ସହ ଦୀପାବଳୀ ପାଳନ।

    , , și încă 5
    Anulează acțiunea
  4. 28 oct.

    ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ଦୀପାବଳି ପାଳନ l

    Anulează acțiunea
  5. 28 oct.

    ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ସ୍ୱାମୀ ବିବେକାନନ୍ଦ ସଂସ୍କାର କେନ୍ଦ୍ର ଠାରେ ଦୀପାବଳି ଉତ୍ସବ ପାଳନ ହୋଇଯାଇଛି l

    Anulează acțiunea
  6. 28 oct.

    କଟକ ଶାଖାର ରେଭେନ୍ସା ବିଶ୍ଵବିଦ୍ୟାଳୟ ପରିସରରେ ଦୀପାବଳୀ ପାଳନ ସହ ମାଟିଦୀପ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରାଯାଇଥିଲା।

    Anulează acțiunea
  7. 27 oct.

    ଏବିଭିପି ବାଲେଶ୍ଵର ନଗର ତରଫରୁ ବିର୍ସାମୁଣ୍ଡା ସଂସ୍କାର କେନ୍ଦ୍ରରେ ବ୍ୟାଗ ,ଖାତା,କଲମ ବଣ୍ଟନ ସହ ଦୀପାବଳି ପାଳନ।

    , , și încă 5
    Anulează acțiunea
  8. 27 oct.

    ନାଉଗାଁ ଶାଖା ତରଫରୁ ନିକଟସ୍ଥ ବସ୍ତିରେ ବର୍ଣ୍ଣବୋଧ ବହି ଓ ମିଷ୍ଟାନ୍ନ ବଣ୍ଟନ ସହ ମାଟି ଦୀପ ଜଳାଇ ଦୀପାବଳୀ ପାଳନ କରା ଗଲା।

    , , și încă 4
    Anulează acțiunea
  9. 27 oct.

    celebration at state office, Bhubaneswar.

    , , și încă 7
    Anulează acțiunea
  10. 27 oct.
    , , și încă 7
    Anulează acțiunea
  11. 26 oct.

    ସ୍ୱାମୀ ବିବେକାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁରରେ ସାର୍ଟିଫିକେଟ ଜାଲିଆତି ବିରୋଧରେ ପରିଷଦ ତରଫରୁ ଆନ୍ଦୋଳନ କରାଯିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କୁସପୁତ୍ତଳିକା ଦାହ କରାଯାଇଥିଲା।

    , , și încă 6
    Anulează acțiunea
  12. 26 oct.

    ଜଗତସିଂହପୁରର ଶିଆଳି ବେଳାଭୂମି ଓଡ଼ିଶାର ଏକ ଶାନ୍ତ ଓ ସୁରମ୍ୟ ବେଳାଭୂମି। ରଙ୍ଗ ବେରଙ୍ଗ ଦେଶୀ ବିଦେଶୀ ପକ୍ଷୀ ଓ ବିସ୍ତୃତ ଝାଉଁବଣ ପାଇଁ ପ୍ରସିଦ୍ଧ ଏହି ବେଳାଭୂମିକୁ ମୁଖ୍ୟତଃ ଶୀତଦିନେ ପର୍ଯ୍ୟଟକମାନେ ଆସନ୍ତି। ଓଡ଼ିଶା ସରକାରଙ୍କ ଦ୍ବାରା ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପ୍ରାପ୍ତ ଏଠାରେ ପ୍ରତିବର୍ଷ ବେଳାଭୂମି ଉତ୍ସବ ଆୟୋଜିତ ହୁଏ।

    , , și încă 2
    Anulează acțiunea
  13. 25 oct.

    During monthly study circle 'Ignited minds', State office secretary Shri ji sharing his SEIL tour experience in North East states with karyakartas of ABVP, Bhubaneswar.

    Anulează acțiunea
  14. a redistribuit
    24 oct.

    सभी छात्र नेता अपने धर्म-संस्कृति की रक्षा, देश की तरक़्क़ी , समाज को अभाव से मुक्त करनेका संकल्प अपने उत्साह पूर्ण भाषणो में व्यक्त कर रहे है । ⁦⁩ ⁦

    Anulează acțiunea
  15. a redistribuit
    25 oct.

    Ayurveda... the science of life ! On this auspicious occasion of National Ayurved Day & Shri Dhanwanatri Jayanti let's pledge to propagate Ayurvedic principles for healthy long life !

    , , și încă 7
    Anulează acțiunea
  16. a redistribuit
    24 oct.

    मेंआएहुए छात्रोंने संस्कृतिक कार्यक्रम के प्रस्तुति देतेहुए

    Anulează acțiunea
  17. a redistribuit
    25 oct.

    ji, all India in charge, of SHoDH, interacted with the research scholars of Utkal University, Bhubaneswar regarding their role in shaping the society .

    Anulează acțiunea
  18. a redistribuit
    24 oct.

    The second day of ’s State Tribal Students’ Convention was inaugurated by ABVP National Organising Secretary Shri ji. More than 1800 students across the state attended the conference and discussed the problems faced by tribal students & the way ahead.

    , , și încă 7
    Anulează acțiunea
  19. 25 oct.

    ଭାରତର ପୂର୍ବ ଉପକୂଳର ପ୍ରଥମ ବତୀଘର ବା ଲାଇଟ ହାଉସ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଅବସ୍ଥିତ। ହୁକିଟୋଲାର ପୁରୁଣା ବତୀଘର ବାତ୍ୟାରେ ନଷ୍ଟ ହେବା ପରେ ବର୍ତ୍ତମାନର ବତୀଘରଟି ବାରବାଟୀ ଦୁର୍ଗ ପଥରରେ ୧୮୩୬ରେ ନିର୍ମିତ। ଐତିହାସିକ ମହତ୍ତ୍ୱ ସହ ଚତୁର୍ପାଶ୍ୱସ୍ତ ହେନ୍ତାଳ ଜଙ୍ଗଲ ଯୋଗୁଁ ଏହା ବଣଭୋଜିର ଏକ ପ୍ରକୃଷ୍ଟ ସ୍ଥାନ।

    , , și încă 2
    Anulează acțiunea
  20. 24 oct.

    କଟକ ଜିଲ୍ଲାର ନେମାଳରେ ୧୬ଶ ଖ୍ରୀ.ର ପ୍ରାରମ୍ଭରେ ଜନ୍ମଲାଭ କରିଥିଲେ ତ୍ରିକାଳଦର୍ଶୀ ବୈଷ୍ଣବ କବି ଅଚ୍ୟୁତାନନ୍ଦ ଦାସ। ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି। ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ, ଅଚ୍ୟୁତାନନ୍ଦ ତାଙ୍କ ଭବିଷ୍ୟବାଣୀ-'ମାଳିକା' ପାଇଁ ପ୍ରସିଦ୍ଧ।

    , , și încă 2
    Anulează acțiunea

Încărcarea pare că durează ceva timp.

Este posibil ca Twitter să fie suprasolicitat momentan sau să întâmpine mici probleme. Încearcă din nou sau vizitează Starea Twitter pentru mai multe informații.

    S-ar putea să-ți placă și

    ·