Chowkidar Amit ShahVerifizierter Account

@AmitShah

National President of Bharatiya Janata Party / President, Gujarat Cricket Association

Beigetreten Mai 2013

Tweets

Du hast @AmitShah blockiert

Bist du sicher, dass du diese Tweets sehen willst? Das Ansehen von Tweets wird @AmitShah nicht entblocken.

  1. ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ସମ୍ମାନରେ ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟର ନିର୍ମାଣ କରାଯିବ ଏବଂ ତାଙ୍କର ଏକ ଭବ୍ୟ ପ୍ରତିମା ସ୍ଥାପନା କରାଯିବ, ଯାହାଦ୍ୱାରା ଆଗାମୀ ପୀଢୀ ତାଙ୍କ ନିକଟରୁ ପ୍ରେରଣା ପାଇପାରିବେ l

    Rückgängig machen
  2. ଯଦି ଓଡିଶାରେ ଭାଜପା ସରକାର ଗଠନ ହୁଏ ତେବେ ଚିଟଫଣ୍ଡ ଦୁର୍ନୀତିଗ୍ରସ୍ତକୁ ଛଡା ଯିବନାହିଁ, ଆଇନର ପରିଧିରେ ପ୍ରତ୍ୟେକ ଅଭିଯୁକ୍ତକୁ ଜେଲରେ ଭର୍ତ୍ତି କରାଯିବ l ଅବୈଧ ଖଣି ଅଭିଯୁକ୍ତଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯାହାଦ୍ୱାରା ସେମାନେ ଆଗକୁ ଏପରି କାର୍ଯ୍ୟ କରିପାରିବେ ନାହିଁ l

    Rückgängig machen
  3. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନଗରୀ ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ ରୂପେ ବିକଶିତ କରାଯିବ l 'ପୂଜାରୀ ବନ୍ଧୁ ଯୋଜନା' ଆରମ୍ଭ କରାଯିବ ଯେଉଁଥିରେ ଓଡିଶାର ପ୍ରତ୍ୟେକ ପୂଜାରୀଙ୍କୁ ପ୍ରତି ମାସ ୧୦୦୦ ଟଙ୍କାର ମାନଦେୟ ପ୍ରଦାନ କରାଯିବ ।

    Rückgängig machen
  4. ଇଜ ଅଫ ଡୁଇଂ ବିଜନେସରେ ପାଂଚ ବର୍ଷ ମଧ୍ୟରେ ଓଡିଶାକୁ ଦେଶର ଟପ-୫ଟି ରାଜ୍ୟରେ ସାମିଲ କରାଯିବ ଏବଂ ପୁଞ୍ଜିନିବେଶର ଡେଷ୍ଟିନେସନ ଭାବେ ଓଡିଶାକୁ ବିକଶିତ କରାଯିବ । ୧୫୦୦ କୋଟି ଟଙ୍କାର ବଜେଟରେ ରାଜ୍ୟରେ ୧୫ଟି ନୂଆ ସ୍ମାର୍ଟ ସିଟିର ବିକାଶ କରାଯିବ l

    Rückgängig machen
  5. କଟକ-ଭୁବନେଶ୍ୱର ମେଟ୍ରୋ ସେବାର ଶୁଭାରମ୍ଭ କରାଯିବ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରେଲୱେର ସମ୍ପ୍ରସାରଣ କରାଯିବ l ଅତି କମରେ ୧୫ ନୂଆ ବନ୍ଦର ନିର୍ମାଣ ହେବ ।

    Rückgängig machen
  6. ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରରେ ଖାଲିଥିବା ସମସ୍ତ ପଦବୀକୁ ପୂରଣ କରାଯିବ । କେଜି ରୁ ପିଜି ଯାଏଁ, ସମସ୍ତ ଗରୀବଙ୍କୁ ନିଶୁଳ୍କ ଶିକ୍ଷା ଯୋଗାଇ ଦିଆଯିବ l ଦ୍ୱାଦଶ ଶିକ୍ଷା ପରେ ମେଧାବୀ ଛାତ୍ରଙ୍କୁ ନିଶୁଳ୍କ ଦୁଇ ଚକିଆ ବାହନ ପ୍ରଦାନ କରାଯିବ ।

    Rückgängig machen
  7. ଆମର ଘୋଷଣା ପତ୍ର ୯ଟି ବିନ୍ଦୁ ଉପରେ ଆଧାରିତ ଏବଂ ଯାହା ଓଡିଶାର ବିକାଶର ସ୍ତମ୍ଭ ଅଟେ l ଏକ ଗୌରବପୂର୍ଣ୍ଣ, ସମୃଦ୍ଧ ଓ ସଂସ୍କାରିତ ଓଡିଶାର ନିର୍ମାଣ ପାଇଁ ସମୟ ଆସିଯାଇଛି, ଏଥିରେ ଏବେ ଗୋଟିଏ କ୍ଷଣ ବି ବିଳମ୍ବ ହେବା ଉଚିତ ନୁହେଁ l

    Rückgängig machen
  8. The time for change in Odisha has come. The people of Odisha can’t afford a moment’s delay. Let us all take a pledge to uproot the corrupt and inefficient BJD govt. Sharing pictures from a public meeting in Bargarh, Odisha.

    Rückgängig machen
  9. Few more pictures from Polasara, Odisha.

    Rückgängig machen
  10. Addressed a public meeting in Polasara, Ganjam District (Odisha).

    Rückgängig machen
  11. hat retweetet
    vor 9 Stunden

    LIVE: Shri addressing a public meeting in Bargarh, Odisha.

    Rückgängig machen
  12. आज भुवनेश्वर में भारतीय जनता पार्टी के नये ओडिशा के संकल्प पत्र का विमोचन किया। राज्य में परिवर्तन सुनिश्चित है, ओड़िशा के उत्कर्ष को अब कोई रोक नहीं सकता। आज देश के कोने-कोने से एक ही आवाज सुनाई देती है और वह है - मोदी, मोदी, मोदी।

    Rückgängig machen
  13. hat retweetet
    vor 10 Stunden

    Watch LIVE: BJP National President Shri addressing public meeting in Belgaum, Odisha.

    Diesen Thread anzeigen
    Rückgängig machen
  14. hat retweetet
    vor 13 Stunden

    LIVE: Shri launches Sankalp Patra for New Odisha in Bhubaneswar, Odisha.

    Rückgängig machen
  15. hat retweetet
    6. Apr.

    भाजपा राष्ट्रीय अध्यक्ष श्री अमित शाह के कल ओडिशा और महाराष्ट्र में सार्वजनिक कार्यक्रम। लाइव देखें और पर।

    Rückgängig machen
  16. 6. Apr.

    मोदी जी को पुनः प्रधानमंत्री बनाने के लिए पूरे देश में गजब का उत्साह है। देशभर में लोगों का जोश और समर्थन देखकर मैं कह सकता हूँ कि इस बार की विजय 2014 से भी प्रचण्ड होगी।

    Rückgängig machen
  17. 6. Apr.

    साबरमती (गांधीनगर लोकसभा क्षेत्र) में जनसम्पर्क किया।

    Rückgängig machen
  18. 6. Apr.

    गांधीनगर लोक सभा क्षेत्र के साबरमती में जनसम्पर्क करते हुए।

    Rückgängig machen
  19. hat retweetet
    6. Apr.
    Rückgängig machen
  20. 6. Apr.

    भारतीय जनता पार्टी के स्थापना दिवस के अवसर पर डॉ. श्यामा प्रसाद मुखर्जी जी और पंडित दीनदयाल उपाध्याय जी को श्रद्धांजलि अर्पित की।

    Rückgängig machen

Das Laden scheint etwas zu dauern.

Twitter ist möglicherweise überlastet oder hat einen vorübergehenden Schluckauf. Probiere es erneut oder besuche Twitter Status für weitere Informationen.

    Vielleicht gefällt dir auch

    ·