ટ્વીટ્સ

તમે @BJP4Odisha અવરોધિત કર્યું છે

શું તમે ખરેખર આ ટ્વીટ્સ જોવા માંગો છો? ટ્વીટ્સ જોવાથી @BJP4Odisha અનાવરોધિત કરવામાં નહીં આવે

  1. એ પુનટ્વીટ કરી
    8 કલાક પહેલાં

    ଚିଲିକାର ମହାତ୍ମାଗାନ୍ଧୀ କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଉଦୟନାଥ ଜେନାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କଲି ।

    પૂર્વવત્ કરો
  2. એ પુનટ્વીટ કરી
    3 કલાક પહેલાં

    ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଜନସାଧାରଣ ମନେ ପଦ୍ମ ଫୁଟେଇବା ପାଇଁ ନିର୍ଣ୍ଣୟ ନେଇ ସାରିଛନ୍ତି l

    પૂર્વવત્ કરો
  3. એ પુનટ્વીટ કરી
    3 કલાક પહેલાં

    Addressed at Maluda village, Krushna prasad block, Brahmagiri assembly constituency

    પૂર્વવત્ કરો
  4. એ પુનટ્વીટ કરી
    2 કલાક પહેલાં

    ଏ ନିର୍ବାଚନ ଲଢେଇ କେବଳ ସଂସଦ ଓ ବିଧାୟକଙ୍କର ନୁହେଁ, ଏହା ପରିବର୍ତନର ଲଢେଇ । ଯେଉଁ ସରକାର ଲୋକଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର, ୨୪ ଘଂଟା ବିଜୁଳି, ପାଣି, ଗ୍ୟାସ ଓ ରୋଜଗାର ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବ ସେହି ସରକାର ବନାଇବାର ଆବଶ୍ୟକତା ରହିଛି ।

    પૂર્વવત્ કરો
  5. એ પુનટ્વીટ કરી
    2 કલાક પહેલાં

    କଳିଙ୍ଗ ଷ୍ଟାଡିୟମ ସାଢେ ୪ କୋଟି ଓଡିଆ ଲୋକଙ୍କର । ମାତ୍ର ଦଳେ ଅସାଧୁଙ୍କ ପାଇଁ ସେଠାକୁ ସାଧାରଣ ଲୋକମାନେ ଖେଳ ଓ ଚଲାବୁଲା କରିବା ପାଇଁ ଯାଇପାରୁ ନାହାନ୍ତି ।

    પૂર્વવત્ કરો
  6. એ પુનટ્વીટ કરી
    2 કલાક પહેલાં

    ବିଜେପି ସରକାର ଆସିଲେ ଭୁବନେଶ୍ୱରର ୨ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଦିଆଯିବ।ଶବରସାହୀ ପଡିଆ ଏ ଅଂଚଳର ଆବଶ୍ୟକତା ଜିନିଷ । ଭୁବନେଶ୍ୱର-ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜୟ ଲାଭ କଲେ ଏହାକୁ ଅତ୍ୟାଧୁନିକ ସାମାଜିକ ଖେଳ ପଡିଆ କରାଯିବ ।

    આ થ્રેડ બતાવો
    પૂર્વવત્ કરો
  7. એ પુનટ્વીટ કરી
    2 કલાક પહેલાં

    ୧୯ ବର୍ଷ ହେଲା ବିଜେଡି ସରକାରରେ ରାଜଧାନୀ ଭୁବନେଶ୍ୱରରେ ରହୁଥିବା ବସ୍ତି ଲୋକଙ୍କର ସ୍ଥାୟୀ ପଟ୍ଟା ନାହିଁ, ପକ୍କା ଘର ନାହିାଁ ରାଜ୍ୟ ସରକାରଙ୍କ ପାଖରେ ବିଲଡର ମାନଙ୍କୁ ଜାଗା ଦେବା ପାଇଁ ଜାଗା ଅଛି କିନ୍ତୁ ବସ୍ତି ଲୋକଙ୍କ ପାଇଁ ଜାଗା ନାହିଁ । ସେମାନଙ୍କୁ କେବଳ ଭୋଟ ଦେବା କାମରେ ବ୍ୟବହାର କରାଯାଉଛି ।

    આ થ્રેડ બતાવો
    પૂર્વવત્ કરો
  8. એ પુનટ્વીટ કરી
    2 કલાક પહેલાં

    ରାଜ୍ୟ ସରକାର ଜାଗା ଯୋଗାଇ ଦେଇଥିଲେ ଭୁବନେଶ୍ୱର ବସ୍ତି ବାସୀନ୍ଦାଙ୍କ ପାଇଁ ମୋଦି ସରକାର ପକ୍କା ଘର କରିଥାନ୍ତେ । ଜାଗା ଯୋଗାଇ ନଦେବା ପଛରେ ଗରିବଙ୍କୁ ଗରିବ କରି ରଖିବା ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ ଥିଲା ।

    આ થ્રેડ બતાવો
    પૂર્વવત્ કરો
  9. એ પુનટ્વીટ કરી
    2 કલાક પહેલાં

    ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ କଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ସାମ୍ନାରେ ଦର୍ଶେଇବା ସହ 19 ବର୍ଷ ରାଜ୍ୟ ସରକାରର ଭୁବନେଶ୍ୱର ବସ୍ତି ବାସିନ୍ଦାଙ୍କ ପ୍ରତି ଥିବା ଅବ୍ୟବସ୍ଥା ବିଷୟରେ ଲୋକଙ୍କୁ ଅବଗତ କଲି ।

    પૂર્વવત્ કરો
  10. 59 મિનિટ પહેલાં

    The BJD has become a bunch of corrupt, criminal buffoons and the people of Odisha have become aware of it. Thankfully, in just a few weeks, Odisha will be free from their buffoonery and thuggery : Shri (3/3)

    આ થ્રેડ બતાવો
    પૂર્વવત્ કરો
  11. 59 મિનિટ પહેલાં

    In this affidavit as well, all details have been included. During 18 years in parliament representing the BJD, they never had any complaints against me. But in the last couple of years they seem to have suddenly found a lot of faults with me : Shri (2/3)

    આ થ્રેડ બતાવો
    પૂર્વવત્ કરો
  12. 59 મિનિટ પહેલાં

    Biju Janata Dal is misrepresenting the facts. Even in my last affidavit, all details of my income sources had been included, which is why their case against me was stayed by court : Shri , in response to BJD's false allegations about 2014 election affidavit (1/3)

    આ થ્રેડ બતાવો
    પૂર્વવત્ કરો
  13. એ પુનટ્વીટ કરી
    3 કલાક પહેલાં

    ଏହି ବ୍ୟଭିଚାରୀ, ମହିଳା ବିରୋଧୀ ନବୀନ ବାବୁଙ୍କ ନେତୃତ୍ୱର ଲେଖା ଏବେ ଓଡିଶାର ଜନସାଧାରଣଙ୍କ ନିକଟରେ ଅଛି । ଓଡିଆ ଲୋକମାନେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟରେ ଏହାକୁ ପରାସ୍ତ କରି ଓଡିଆ ମା’ ଭଉଣୀଙ୍କର, ଓଡିଆ ଅସ୍ମିତା, ସ୍ୱାଭିମାନର ରକ୍ଷା କରିବେ ।

    આ થ્રેડ બતાવો
    પૂર્વવત્ કરો
  14. એ પુનટ્વીટ કરી
    3 કલાક પહેલાં

    କେବେ ଝିଅମାନଙ୍କ ଉପରେ ଅତ୍ୟାଚାର କମିବ? ନବୀନ ପଟ୍ଟନାୟକଙ୍କ ସରକାରରେ ସବୁଠୁ ମହିଳାମାନେ ଅତ୍ୟାଚାରିତ ହୋଇଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଛି।ପୋଲିସ ଅପରାଧୀମାନଙ୍କ ଭିତରେ ଡର ତିଆରି କରିବା ବଦଳରେ ନବୀନ ପଟ୍ଟନାୟକଙ୍କର ସମାଲୋଚକ ମାନଙ୍କୁ ଶକ୍ତି ଲଗାଇ ଅଟକେଇବା, ଡରେଇବା,ମାରପିଟ କରିବା ଏବଂ ରାଜନୈତିକ କାମରେ ଲାଗିଛନ୍ତି

    આ થ્રેડ બતાવો
    પૂર્વવત્ કરો
  15. એ પુનટ્વીટ કરી
    3 કલાક પહેલાં

    ତୃତୀୟ ମହଲାର ବିନା ଅନୁମତିରେ ଓଡିଶାରେ କୌଣସି ଥାନାରେ ଓଡିଆ ଲୋକର ସାମାନ୍ୟ ଗୁହାରୀ ଶୁଣାଯାଉନାହିଁ । ପୋଲିସ ଅଧିକାରୀମାନେ ନିଜ ନୈତିକତାକୁ ବନ୍ଧା ପକାଇଦେବେ ତେବେ ଓଡିଶାର କଣ ହେବ? ବେବିନା, କୁନ୍ଦୁଲି, କନ୍ଧମାଳର ଛାତ୍ରୀଙ୍କ ଭଳି କେବେ ଝିଅ ମାନଙ୍କ ଉପରେ ଅତ୍ୟାଚାରର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    આ થ્રેડ બતાવો
    પૂર્વવત્ કરો
  16. એ પુનટ્વીટ કરી
    3 કલાક પહેલાં

    ଏ ନେଇ ଶିଶୁର ସମ୍ପର୍କୀୟ ମାନେ ୪ ଘଂଟା ଥାନାରେ ଗୁହାରୀ କଲା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କଲାନାହିଁ ?

    આ થ્રેડ બતાવો
    પૂર્વવત્ કરો
  17. એ પુનટ્વીટ કરી
    3 કલાક પહેલાં

    ରାଜ୍ୟରେ ନାବାଳିକାମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ । ଗତ ୨୪ ଘଂଟା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ତଥା ରାଜଧାନୀ କମିଶନରେଟ ପୋଲିସର କ୍ଷେତ୍ର ଭିତରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଗଲା ।

    આ થ્રેડ બતાવો
    પૂર્વવત્ કરો
  18. 3 કલાક પહેલાં

    ମିଛ ବାହାଦୁରୀ ନେବା ପାଇଁ 'କାଳିଆ' ଯୋଜନା ନାଁ'ରେ ରାଜ୍ୟବାସୀଙ୍କୁ ଭଣ୍ଡାଉଥିବା ବିଜେଡି ପାଇଁ କାଳ ପାଲଟିଲାଣି କାଳିଆ, ଏବେ ରାଜ୍ୟବାସୀ କହିଲେଣି ଆଉ ନୁହେଁ ଭଣ୍ଡ ସରକାର, ବହୁତ ହେଲା ୧୯ ବର୍ଷ, ଏଥର ରାଜ୍ୟ ସରକାର, ବଦଳିବା ଦରକାର l

    પૂર્વવત્ કરો
  19. 3 કલાક પહેલાં

    ଓଡ଼ିଶାରେ ବିଜେପି ସରକାର ହେଲେ ସୋନପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ, ବିନା ସୁଧରେ ଚାଷୀ ମାନଙ୍କୁ ଋଣ ଦିଆଯିବ, ସୁଭଦ୍ରା ଯୋଜନାରେ ଦଶମ ଶ୍ରେଣୀରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ : ଶ୍ରୀ , ବିଜୟ ସଂକଳ୍ପ ସଭାରେ, ବୀରମହାରାଜପୁର ଠାରେ

    પૂર્વવત્ કરો
  20. 4 કલાક પહેલાં

    ବିଜେଡି ବେନିୟମ ଭାବେ ସରକାରୀ ସମ୍ପତ୍ତି ସ୍ଥାନରେ ଦଳୀୟ ପୋଷ୍ଟର ଲଗାଇବା ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି l

    પૂર્વવત્ કરો

લોડ થવામાં થોડોક સમય લાગશે તેમ જણાય છે.

Twitterમાં વધુ કાર્યક્ષમતા હોઈ શકે છે અથવા તો તેને ક્ષણિક વધારાનો અનુભવ થઈ શકે છે. ફરીથી પ્રયાસ કરો અથવા તો વધુ માહિતી માટે Twitter સ્થિતિની મુલાકાત લો.

    તમે પણ લાઈક કરી શકો

    ·