ଜ୍ୟୋତିର୍ମୟୀ ମହାନ୍ତି

ଉଇକିପିଡ଼ିଆ‌ରୁ
ଜ୍ୟୋତିର୍ମୟୀ ମହାନ୍ତି
ଜନ୍ମ
ଜ୍ୟୋତିର୍ମୟୀ ମହାନ୍ତି
ଜାତୀୟତା ଭାରତୀୟ
ଜଣାଶୁଣାସାହିତ୍ୟିକ
ଉଲ୍ଲେଖନୀୟ କାମ"ବିଜ୍ଞାନ ମୁଣି କହେ କାହାଣୀ"
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୧]

ଜ୍ୟୋତିର୍ମୟୀ ମହାନ୍ତି ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଜନପ୍ରିୟ ବିଜ୍ଞାନ ସମ୍ବନ୍ଧିତ ଶିଶୁ ସାହିତ୍ୟ ପୁସ୍ତକ "ବିଜ୍ଞାନ ମୁଣି କହେ କାହାଣୀ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୧][୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ), ୧୯୯୯
  • ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ୨୦୨୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Retrieved 17 August 2021.
  3. "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.