|
ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ, ଭାରତର ଉଚ୍ଚତମ ନ୍ୟାୟିକ ଅନୁଷ୍ଠାନ ଅଟେ ଏବଂ ଭାରତୀୟ ସମ୍ବିଧାନ ଅଧୀନସ୍ଥ ସର୍ବୋଚ୍ଚ ନ୍ୟାୟାଳୟ ଅଟେ । ଏହା ସର୍ବ ବରିଷ୍ଠ ସାମ୍ବିଧାନିକ ନ୍ୟାୟାଳୟ ଅଟେ ଏବଂ ଏହି ନ୍ୟାୟିକ ପୁନରାବଲୋକନର କ୍ଷମତା ରହିଛି । ଭାରତର ମୁଖ୍ୟ ବିଚାରପତି ଏହାର ମୁଖ୍ୟ ଅଟନ୍ତି । ତତ୍ସହିତ ଏଥିରେ ସର୍ବାଧିକ ୩୪ ଜଣ ବିଚାରପତି ଅଛନ୍ତି । ମୁଖ୍ୟ, ଅପିଲୀୟ ତଥା ପରାମର୍ଶିକ ଆଦି ଅଧିକାରକ୍ଷେତ୍ର ମାଧ୍ୟମରେ ଏହାର ବିସ୍ତୃତ କ୍ଷମତା ରହିଛି । ଏହା ଭାରତରେ ସବୁଠାରୁ ଶକ୍ତିଶାଳୀ ଲୋକାନୁଷ୍ଠାନ ବୋଲି ଧରାଯାଇଅଛି ।
ଦେଶର ସାମ୍ବିଧାନିକ ନ୍ୟାୟାଳୟ ହୋଇଥିବାରୁ, ଏହା ମୁଖ୍ୟତଃ ସଙ୍ଘର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟାନ୍ୟ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ରାୟ ବିରୁଦ୍ଧରେ ଅପିଲ୍ ନିଏ । ଏହା ନାଗରିକମାନଙ୍କର ମୌଳିକ ଅଧିକାରର ରକ୍ଷାକରେ ଏବଂ ବିଭିନ୍ନ ସରକାରୀ ଅଧିକାରୀ ତଥା ଦେଶରେ କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର କିମ୍ବା ଗୋଟିଏ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟ ସରକାର ମଧ୍ୟରେ ବିବାଦର ସମାଧାନ କରେ । ଏକ ପରାମର୍ଶଦାତା ହିସାବରେ, ଏହା ଭାରତୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚୀତ ବିଭିନ୍ନ ବିଷୟବସ୍ତୁ ଉପରେ ଶୁଣାଣି କରିଥାଏ । ସର୍ବୋଚ୍ଚ ନ୍ୟାଯାଳୟ ଦ୍ବାରା ଘୋଷିତ ବିଧି
ପୁରା ପଢନ୍ତୁ...
|
|
ସେପ୍ଟେମ୍ବର
ଜନ୍ମ
- ୧ – ଅରବିନ୍ଦ ମୁଦୁଲି, ଭଜନ ଗାୟକ (ଜନ୍ମ: ୧୯୬୧)
- ୨ – ବିନୋଦ ଚନ୍ଦ୍ର ନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୧୯)
- ୪ – ସାହିତ୍ୟ ବିଶାରଦ କୁଞ୍ଜବିହାରୀ ତ୍ରିପାଠୀ, ସାରଳା ସମ୍ମାନପ୍ରାପ୍ତ ଶିକ୍ଷାବିତ ଓ ଭାଷା ଗବେଷକ (ଜନ୍ମ: ୧୯୧୧)
- ୫ – ଧନେଶ୍ଵର ମହାପାତ୍ର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୩୧)
- ୫ – ସୌଭାଗ୍ୟ କୁମାର ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୪୧)
- ୯ – ଗୋପାଳ ଚନ୍ଦ୍ର ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂକଳକ (ଜନ୍ମ: ୧୮୭୪)
- ୯ – ଜ୍ୟୋତି ସୁନିତା କୁଲୁ, ଅର୍ଜୁନ ପୁରସ୍କାର ସମ୍ମାନିତ ଫିଲ୍ଡ ହକି ଖେଳାଳୀ (ଜନ୍ମ: ୧୯୭୮)
- ୧୦ – ଉପେନ୍ଦ୍ର ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ (ଜନ୍ମ: ୧୯୦୩)
- ୧୦ – ପଦ୍ମଶ୍ରୀ କୁଙ୍କୁମ ମହାନ୍ତି, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ (ଜନ୍ମ: ୧୯୪୬)
- ୧୩ – ରଙ୍ଗନାଥ ମିଶ୍ର, ଉଚ୍ଚତମ ନ୍ୟାୟାଳୟର ଭୂତପୂର୍ବ ପ୍ରଧାନ ବିଚାରପତିକବି (ମୃତ୍ୟୁ: ୨୦୧୨)
- ୧୪ – ବୈକୁଣ୍ଠନାଥ ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୦୪)
- ୧୪ – ଶ୍ରଦ୍ଧାକର ସୁପକାର, ଗାନ୍ଧିବାଦୀ ରାଜନେତା, ସାମ୍ବାଦିକ ଓ ଲେଖକ (ଜନ୍ମ: ୧୯୧୪)
- ୧୫ – ବ୍ରଜରାଜ ମହାପାତ୍ର, ତିଗିରିଆର ଶେଷ ରାଜା (ଜନ୍ମ: ୧୯୨୧)
- ୧୫ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ଜନ୍ମ: ୧୯୩୩)
- ୧୬ – ଚନ୍ଦ୍ରଶେଖର ରାଓ, ଓଡ଼ିଶା ଲଳିତକଳା ଏକାଡେମୀ ସମ୍ମାନିତ ଚିତ୍ରଶିଳ୍ପୀ (ଜନ୍ମ:୧୯୪୦)
- ୧୭ – ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୩୭)
- ୧୮ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ମୃତ୍ୟୁ: ୧୯୫୭)
- ୧୯ – ପ୍ରଭାତ ପଟ୍ଟନାୟକ, ଉତ୍କଳରତ୍ନ ସମ୍ମାନିତ ଅର୍ଥନୀତିଜ୍ଞ (ମୃତ୍ୟୁ: ୧୯୪୫)
- ୨୧ – ପଦ୍ମଶ୍ରୀ ଭଗବାନ ସାହୁ, ଲୋକନୃତ୍ୟ ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୧୪)
- ୨୩ – ମୋହିନୀ ମୋହନ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ବଂଶୀବାଦକ (ଜନ୍ମ: ୧୯୪୫)
- ୨୫ – ଯୁଧିଷ୍ଠିର ଦାସ, ଓଡ଼ିଶା ବିଧାନ ସଭାର ଭୂତପୂର୍ବ ବାଚସ୍ପତି (ଜନ୍ମ: ୧୯୨୩)
- ୨୫ – ସୁସ୍ମିତା ବାଗ୍ଚୀ; ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକା (ଜନ୍ମ: ୧୯୬୦)
- ୨୭ – ବୀରେନ ରାଉତରାୟ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ଅଭିନେତା ଓ ନାଟ୍ୟକାର (ଜନ୍ମ: ୧୮୩୯)
- ୨୭ – ବାସୁଦେବ ସୁନାନୀ; ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୬୨)
- ୨୮ – କବିବର ରାଧାନାଥ ରାୟ (ଜନ୍ମ: ୧୮୪୮)
- ୨୯ – ପଠାଣି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୮)
- ୩୦ – ପ୍ରଫୁଲ୍ଲ ଦାସ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୭)
- ୩୦ – ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଔପନ୍ୟାସିକା (ଜନ୍ମ: ୧୯୪୮)
- ୩୦ – ଧନେଶ୍ଵର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୯)
ମୃତ୍ୟୁ
- ୧ – ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ମୃତ୍ୟୁ: ୨୦୦୧)
- ୫– ଗୁରୁପ୍ରସାଦ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୨୨)
- ୮– ଶିବବ୍ରତ ଦାସ, ଓଡ଼ିଆ କଥାଚିତ୍ର ଗୀତିକାର (ମୃତ୍ୟୁ: ୧୯୮୮)
- ୯ – ଗୋବିନ୍ଦ ତ୍ରିପାଠୀ, ପ୍ରାବନ୍ଧିକ (ମୃତ୍ୟୁ: ୧୯୬୨)
- ୯ – ସଦାଶିବ ତ୍ରିପାଠୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୦)
- ୧୨ – ଦାଶରଥି ପଟ୍ଟନାୟକ, ସଂଗ୍ରାହକ (ମୃତ୍ୟୁ: ୧୯୯୭)
- ୧୩ – ରାମଶଙ୍କର ରାୟ, ଆଧୁନିକ ଓଡ଼ିଆ ନାଟକର ଜନକ (ମୃତ୍ୟୁ: ୧୯୩୧)
- ୧୩ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ମୃତ୍ୟୁ: ୧୯୮୦)
- ୧୩ – ରଙ୍ଗନାଥ ମିଶ୍ର, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ମୃତ୍ୟୁ: ୨୦୧୨)
- ୧୪ – ନଦୀୟା ବିହାରୀ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୨୦)
- ୧୬ – ଅଚ୍ୟୁତାନନ୍ଦ କର, ବ୍ୟଙ୍ଗ ସାହିତ୍ୟିକ (ମୃତ୍ୟୁ: ୨୦୧୨)
- ୧୬ – ସୁବୋଧ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ମୃତ୍ୟୁ: ୨୦୧୭)
- ୧୮ – ସାରଙ୍ଗଧର ଦାସ, ସମାଜବାଦୀ ନେତା (ମୃତ୍ୟୁ: ୧୯୫୭)
- ୧୮ – ମନୋରମା ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକା (ମୃତ୍ୟୁ: ୨୦୨୧)
- ୨୧ – ନିଜାମ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ଗୀତିକାର (ମୃତ୍ୟୁ: ୨୦୧୫)
- ୨୩ – ନୀରଦପ୍ରଭା ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ (ମୃତ୍ୟୁ: ୨୦୧୬)
- ୨୮ – ପରି ବେୱା, ଏକମାତ୍ର ଓଡ଼ିଆ ମହିଳା ଶହୀଦ (ମୃତ୍ୟୁ: ୧୯୪୨)
ପର୍ବପର୍ବାଣି
|
|
|
|
|
ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ଗୁଣ୍ଡୁଚି ମୂଷା
ସ୍ଵତ୍ତ୍ଵାଧିକାରୀ: Vijayendra Deb
|
|
|
|
|
|