Wn/or/ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି
୧୯୯୯ର ମହାବାତ୍ୟା ପରେ ୨୦୧୩ ମସିହାରେ ଫାଇଲିନ୍, ୨୦୧୪ ମସିହାରେ ହୁଡ଼୍ହୁଡ଼୍ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣିଥରେ ପୂର୍ବ ଇତିହାସର ପୁନରାବୃତ୍ତି ହୋଇଛି ୨୦୧୮ ମସିହା ଅକ୍ଟୋବର ୧୧ ଏବଂ ୧୨ ତାରିଖରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତିତ୍ଲି ଧୀରେ ଧୀରେ ବାତ୍ୟାର ରୂପ ନେଇଥିଲା ଏବଂ ୧୧ ତାରିଖ ଭୋର ସମୟରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେଖାରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ହୋଇଥିଲା ।
[ML] [ ± ] - Image credit - Read more...
|