ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:ଚାଟସଭାରୁ ଲେଉଟି ଆସିଛି)
Jump to navigation Jump to search


ଆଗରୁ ପଚରାଯାଇଥିବା ପ୍ରଶ୍ନ...

ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।

Odia one (white) icon.svg  ଓଡ଼ିଆରେ ଟାଇପ କିପରି କରିବେ?

Odia input in Wikipedia.gif
Bullet (typography).svg ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ WMF-Agora-Input settings-000000.svg ଆଇକନ ଆସିବ
Bullet (typography).svg ସେଥିରୁ ଓଡ଼ିଆ ବାଛନ୍ତୁ
Bullet (typography).svg ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
Bullet (typography).svg ଏବେ ଟାଇପ କଲେ ଓଡ଼ିଆ ଆସିବ
Bullet (typography).svg କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା ଏହି ଲିଙ୍କରୁ ଦେଖନ୍ତୁ

Odia two (white) icon.svg  କିପରି ଉଇକିପିଡ଼ିଆରେ ଲେଖିବେ?'

How to create a new account on Odia Wikipedia (tutorial).gif

ଉଇକିପିଡ଼ିଆ ଭିତରେ ଥାଇ ଡାହାଣ ପଟ ଉପରେ ଥିବା New account creation screenshot (Odia).png ଅପ୍ସନରେ କ୍ଲିକ କରି ନୂଆ ଖାତାଟିଏ (Account) ତିଆରି କରିପାରିବେ । ଆଗରୁ ତିଆରି କରିଥିଲେ ଲଗ-ଇନ ଉପରେ କ୍ଲିକକରନ୍ତୁ ।

Bullet (typography).svg ନୂଆ ଖାତା ତିଆରି କଲାବେଳେ "ବ୍ୟବହାରକାରୀ ନାମ" ଜାଗାରେ ଆପଣଙ୍କ ଇଚ୍ଛାମୁତାବକ ନାମଟିଏ ଦେବେ । କୌଣସି ସଂସ୍ଥା ସଙ୍ଗେ ଜଡ଼ିତ ଥିଲେ ସଂସ୍ଥା ନାମ ବଦଳରେ ନିଜ ନାମ ଦେବେ । ନାମଟି କାହା ପ୍ରତି ଅସମ୍ମାନସୂଚକ ନ ହୋଇଥିବା ଜରୁରୀ । ନିଜ ପ୍ରକୃତ ନାମ ମଧ୍ୟ ଦେଇପାରିବେ । କିନ୍ତୁ ଜାଣିରଖନ୍ତୁ ଆପଣଙ୍କ ବ୍ୟବହାରକାରୀ ନାମ ସଭିଏଁ ଦେଖିପାରିବେ । ସଭିଏଁ ଆପଣଙ୍କ ପ୍ରକୃତ ନାମ ଜାଣନ୍ତୁ ବୋଲି ଚାହୁଁନଥିଲେ ଭିନ୍ନ ନାମଟିଏ ଦିଅନ୍ତୁ । ଅନେକ ସାଧାରଣ ନାମ ଆଗରୁ ଥାଏ । ସେହି କ୍ଷେତ୍ରରେ ନାମ ପଛରେ ସଂଖ୍ୟା ଯଥା "Sara123" ଏମିତି ମଧ୍ୟ ଦେଇପାରିବେ ।
Bullet (typography).svg ପାସୱାର୍ଡ଼ଟି ଆପଣଙ୍କ ଖାତା ଭବିଷ୍ୟତରେ ଖୋଲିବା ବେଳେ କାମରେ ଆସିବ । ତେଣୁ ନିଜେ ମନେରଖିବା ଭଳିବାକିମାନେ ଅନୁମାନ କରି ନ ଜାଣିପାରିବା ଭଳି ପାସୱାର୍ଡ଼ଟିଏ ଦିଅନ୍ତୁ ।
Bullet (typography).svg ଆପଣଙ୍କ ଇମେଲ ଠିକଣା ଏଠି ଦେଲେ ଭଲ । ତାହା ଗୋପନ ରଖାଯାଏ । ଯଦି କେବେ ପାସୱାର୍ଡ଼ଟି ଭୁଲିଯାଆନ୍ତି ତାହେଲେ ଇମେଲ ବ୍ୟବହାର କରି ପାସୱାର୍ଡ଼ ବଦଳାଇପାରିବେ ।
Tutorial - editing an article on Odia Wikipedia.gif
Animated tutorial for searching an article in Odia Wikipedia.gif
Bullet (typography).svgପ୍ରଥମେ ସର୍ଚ-ବାରରେ ଓଡ଼ିଆ ସକ୍ରିୟ କରି ଗୋଟେ/ଯୋଡ଼େ ଅକ୍ଷର ଟାଇପ କରନ୍ତୁ । ଏହା କିଛି ସମ୍ଭାବିତ ପ୍ରସଙ୍ଗର ନାମ ଦେଖାଇବ
Bullet (typography).svgସେଥିରୁ ଖୋଜୁଥିବା ପ୍ରସଙ୍ଗଟି ବାଛନ୍ତୁ (ଆଗରୁ ନଥିଲେ ନୂଆ ପ୍ରସଙ୍ଗର ପୂରା ନାମ ଟାଇପ କରି ଖୋଜିବେ, ନାମଟି ଏକ ନାଲି ଲିଙ୍କ ହୋଇ ଏହିଭଳି ଦେଖାଯିବ ➤ ଏହି ପ୍ରସଙ୍ଗଟି ଆଗରୁ ନାହିଁ, ତେଣୁ ପ୍ରସଙ୍ଗର ନାମ ନାମରେ ପ୍ରସଙ୍ଗଟିଏ ଏଠାରେ ଗଢ଼ନ୍ତୁ!)
Bullet (typography).svg ଅଧିକ ତଥ୍ୟ ଯୋଡ଼ିବା କିମ୍ବା ଭୁଲ ସୁଧାରିବା ପାଇଁ ସମ୍ପାଦନା [Edit] ରେ କ୍ଲିକ କରନ୍ତୁ
Bullet (typography).svg ଏହା ତଳେ ଏକ ଛୋଟ ଉଇଣ୍ଡୋ ଖୋଲିବ
Bullet (typography).svg ସେଥିରେ ଯାହା ବଦଳାଇବାକୁ ଚାହୁଁଛନ୍ତି ବଦଳାନ୍ତୁ
Bullet (typography).svg ଦେଖଣା [Preview]ରେ କ୍ଲିକ କରି ପରଖି ନିଅନ୍ତୁ
Bullet (typography).svg କିଛି ଭୁଲ ରହିଯାଇଥିଲେ ସୁଧାରିଦେଇ ସାଇତିବେ [Save]ରେ କ୍ଲିକ କରନ୍ତୁ
Bullet (typography).svgଏବେ ଆପଣଙ୍କ ସମ୍ପାଦନା ସାଇତାଗଲା!

Odia three (white) icon.svg  କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?

କଣ ଲେଖିବେ ନାହିଁ X mark.svg

କଣ ଲେଖିବେ Yes check.svg

ଉପାଧୀବାଚକ

  • ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
  • ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
  • ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): ଶ୍ରୀ ଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ

ଜଣାଶୁଣା ନାମ

  • ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ ନୁହେଁ)
  • ସଚ୍ଚିନ ତେନ୍ଦୁଲକର (ସଚ୍ଚିନ ରମେଶ ତେନ୍ଦୁଲକର ନୁହେଁ)
  • ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

ବିଶେଷଣ

  • ଅକ୍ଷୟ ମହାନ୍ତି ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଥିଲେ ।

ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ ।

ଲିଖନ ବିଷୟ

  • ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
  • ନିଜ/ସମ୍ପର୍କୀୟଙ୍କ ବାବଦରେ
  • ନିଜ ମତ
  • ଲେଖାରେ ସାହିତ୍ୟର ପୁଟ (ଯଥା: "ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି")
  • ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
  • ଜଣାଶୁଣା ବ୍ୟକ୍ତିବିଶେଷ
  • କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
  • ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।

Citation (Odia).gif

Odia four (white) icon.svg  ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?

Bullet (typography).svg ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
Bullet (typography).svg ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
Bullet (typography).svg ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର Cursor1.gif
Bullet (typography).svg ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼  Cite ଉପରେ କ୍ଲିକ କରନ୍ତୁ
Bullet (typography).svg ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍‌ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
Bullet (typography).svg Insert ବଟନରେ କ୍ଲିକ କରି ଆଧାରଟି ସାଇତିବେ
ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା

ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?

୧. http://books.google.com କୁ ଯାଇ ଆପଣ ଲେଖୁଥିବା ପ୍ରସଙ୍ଗ ବା ନିର୍ଦ୍ଦିଷ୍ଟ ବିଷୟ ଇଂରାଜୀରେ ଟାଇପ କରନ୍ତୁ । ଯଥା: ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ବାବଦରେ ଖୋଜିଲା ବେଳେ "Pari Bewa" ଖୋଜିଲେ ଅନେକ ବହିର ଲିଙ୍କ ଓ ଲିଙ୍କ ତଳେ ସେ ବହିରେ "Pari Bewa" ଶବ୍ଦ ଯୋଡ଼ିକ ଥିବା କେତୋଟି ବାକ୍ୟ ଦିଶିବ । (ଉଦାହରଣ ଦେଖନ୍ତୁ, ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଧରନ୍ତୁ ଇରମ ବାବଦରେ ଖୋଜୁଛନ୍ତି । ଶବ୍ଦର ଆଗରୁ ଓ ପଛରେ ଗୋଟେ କଲୋନ ବା " ଚିହ୍ନ ଦେଇ ଖୋଜିଲେ ଅର୍ଥାତ କେବଳ Iramନ ଖୋଜି "Iram"ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iranଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa ଲେଖିବାରୁ pari ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa" ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।
୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।

Odia five (white) icon.svg  ଆଗକୁ କଣ କରିବେ, କଣ ଲେଖିବେ?

Bullet (typography).svg ଡାହାଣପଟେ ଉପରେ ଥିବା ଘରେ ଓଡ଼ିଆରେ କିଛି ପ୍ରସଙ୍ଗ ନାଁ ଟାଇପ କରି ଲେଖାଟିଏ ଖୋଜିପାରିବେ ବା ଲେଖାଟିଏ ଆଗରୁ ନ ଥିଲେ ନୂଆ ତିଆରି କରିପାରିବେ ।
Bullet (typography).svg ଉପରେ ଦିଆଯାଇଥିବା ଭଳି ସମ୍ପାଦନା [Edit]ରେ କ୍ଲିକ କଲେ ଏକ ଛୋଟ ଉଇଣ୍ଡୋ ଖୋଲିବ
Bullet (typography).svg ଲେଖା ପଢ଼ି କିଛି ଭୁଲ ଥିଲେ ସୁଧାରନ୍ତୁ, ଅଥବା ଅଧିକ ତଥ୍ୟ ଯୋଡ଼ନ୍ତୁ
Bullet (typography).svg ଇଣ୍ଟରନେଟରେ ବା ବହି/ପତ୍ରିକା/ଖବରକାଗଜରୁ କିଛି ତଥ୍ୟ ଦେଇପାରିବେ, କେଉଁ ବହିର ଆଧାରରେ ତଥ୍ୟ ଦେଲେ ତାହା ଉଲ୍ଲେଖ କରିବେ
Bullet (typography).svg ଲେଖିସାରି ସାଇତିବେ [Save]ରେ କ୍ଲିକ କରିବେ
Bullet (typography).svg ନୂଆ ଲେଖା ତିଆରୁଥିଲେ ଅତି କମରେ ୧୦ଟି ବାକ୍ୟ ଓ ୩ଟି ଆଧାର ଦେବା ପାଇଁ ଚେଷ୍ଟା କରିବେ ।
ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା ଶିଖିବା ପାଇଁ ଏକ ଶିକ୍ଷଣ ପୁସ୍ତିକା ।

କିଛି ଦରକାରୀ ସାଧନ