Odisha news

ସତରେ କଣ ଭେଙ୍ଗl ବାବାଙ୍କ କଥା ସତ ହେବ ? ଆସନ୍ତୁ ଜାଣିବା ଭାରତକୁ ନେଇ ଯେଉଁ ପୂର୍ବାନୁମାନ କରିଛନ୍ତି

0

ସତରେ କଣ ଭେଙ୍ଗl ବାବାଙ୍କ କଥା ସତ ହେବ ? ଭାରତକୁ ନେଇ ଯେଉଁ ପୂର୍ବାନୁମାନ କରିଛନ୍ତି ସତରେ କଣ ଏହି କଥା ସତ ହେବ l ବର୍ତମାନ ପୁର୍ବାନୁମାକୁ ନେଇ ଲୋକକଙ୍କ ମନରେ ଚିନ୍ତା ବଢୁଛି l ଏଠି ଆମେ କହି ରଖୁଛୁ ଭେଙ୍ଗl ବାବାଙ୍କ ଏହି ବର୍ଷ ଦୁଇଟି କଥା ସତ ହେଲାଣି l ବର୍ତମାନ ଭାରତ ଓ ରୁଷକୁ ନେ ଦୁଇଟି ଭବିଷ୍ୟ ବାଣୀ କରିଛନ୍ତି l ଯାହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହଉଛି l

ଭେଙ୍ଗl ବାବାଙ୍କ ବୁଲଗେରିଆରେ ରହୁଥିଲେ l ମାତ୍ର ବାର ବର୍ଷ ବୟସରେ ସେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ , ସୂଚନା ଯୋଗ୍ୟ ଯେ ଭଗବାନ ତାଙ୍କୁ ଭବିଷ୍ୟତ ଦେଖିବାକୁ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି l 1996 ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା କିନ୍ତୁ ଧୀରେ ଧୀରେ ତାଙ୍କ ଭବିଷ୍ୟ ବାଣୀ ବିଶ୍ୱ ପାଇଁ ସତ ହେବାକୁ ଲାଗୁଛି l ସମୁଦାୟ ସେ 5079 ଟି ଭବିଷ୍ୟ ବାଣୀ ବିଶ୍ୱ ପାଇଁ କରିଥିଲେ , ଯେଉଁଥିରେ ବ୍ରିଟେନ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ , ଆମେରିକାର ବିଶ୍ୱ ବାଣିଜ୍ୟ କେଡିର ଉପରେ ଆକ୍ରମଣ , ବାରାକ ଓବାମା ଆମେରିକାର ପ୍ରଥମ ଅସ୍ୱେତ ରାଷ୍ଟ୍ରପତି ଭଳି ବିଭିନ୍ନ ଭବିଷ୍ୟ ବାଣୀ ସାମିଲ ରହିଛି l

ଏହା ନୁହେଁଯେ ଭେଙ୍ଗl ବାବାଙ୍କର ସମସ୍ତ ଭବିଷ୍ୟ ବାଣୀ ସତ୍ୟ ଅଟେ , ତାଙ୍କ ଭବିଷ୍ୟ ବାଣୀ ଅନୁଯାଇ 2010 ରୁ ନେଇ 2014 ମଧ୍ୟରେ ବିଶ୍ୱରେ ଭୀଷଣ ପରମାଣୁ ଯୁଧ୍ୟ ହେବ , ଯେଉଁ କାରଣରୁ ବିଶ୍ୱର ଗୋଟିଏ ବଡ ଅଂଶ ଧ୍ବଂସ ହୋଇଯିବ l

ଭେଙ୍ଗl ବାବାଙ୍କ ଭାରତକୁ ନେଇ ମଧ୍ୟ ଭବିଷ୍ୟ ବାଣୀ କରିଛନ୍ତି , ଯାହାକି ଭାରତ ପାଇଁ ଚିନ୍ତାର କାରଣ l ଚଳିତ ବର୍ଷ ତାପମାତ୍ରାରେ ହ୍ରାସ ଯୋଗୁ ପୋକ ମାନଙ୍କର ପ୍ରକୋପ ବଢିବ l ସବୁଜିମା ଓ ଭୋଜନ କାରଣରୁ ପୋକମାନେ ଭାରତ ଉପରେ ଆକ୍ରମଣ କରିବେ l ଯାହାଦ୍ୱରା ଫସଲର କ୍ଷୟ କ୍ଷତି ହେବ ଓ ଦେଶରେ ଅକାଳ ପଡ଼ିଯିବ l

 

Leave A Reply