Odisha news

୧୩ ଅଗଷ୍ଟ ରୁ ୨୨ତମ ଟେମ୍ପାମଣି ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ।

0

ନୂଆପଡା- ୯/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲାର ବହୁ ପ୍ରତିକ୍ଷୀତ ତଥା ଅଞ୍ଚଳର ପ୍ରସିଦ୍ଧ ଫୁଟବଲ୍ ପ୍ରତିଯୋଗୀତା ପ୍ରତୀକ୍ଷା ର ଅବସାନ ଘଟାଇ ଫୁଟବଲ ପ୍ରେମୀଙ୍କ ପାଇଁ ପ୍ରତି ବର୍ଷଭଳି ଚଳିତ ବର୍ଷମଧ୍ୟ ନୂଆପଡା ବ୍ଲକ କୁଳିଆବନ୍ଧା ଠାରେ ୨୨ ତମ ଟେମ୍ପାମଣି ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଆୟୋଜକ ହିରାଲାଲ ପଟେଲ ସୂଚନା ପ୍ରଦାନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୧୩ ଅଗଷ୍ଟ ରୁ ଆରମ୍ଭ ହୋଇ ୧୫ଅଗଷ୍ଟ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଏହି ତିନ ଦିନ ବ୍ୟାପି ପ୍ରତିଯୋଗିତା ରେ ପାଖାପାଖି ଅଞ୍ଚଳର ବଛା ବଛା ୧୦ ଗୋଟି ଦଳ ଯୋଗ ଦେବା ନେଇ ସ୍ବୀକୃତି ପ୍ରଦାନ୍ କରିଥିବା ଆୟୋଜକ ମଣ୍ଡଳୀର ସଭାପତି ଶ୍ରୀ ପଟେଲ ସୂଚନା ଦେଇଛନ୍ତି।

Leave A Reply