Odisha news

ଆଜାଦି କା ଅମୃତ ମହୋତ୍ସବ

0
ଆଳି ଜାଭିୟର ଇଣ୍ଟରନେସନାଲ ସ୍କୁଲ ପରିସରରେ ତା ୧୫ ଅଗଷ୍ଟ ଦିବା ୮ଘଟିକା ସମୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା , ମୁଖ୍ୟ ବକ୍ତା ରୂପେ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ଓ ବିଦ୍ୟାଳୟ ର ପ୍ରିନସପାଲ  ଶ୍ରୀ ବନମାଳୀ ପାଣି ପତାକା ଉତ୍ତୋଳନ କରିଥିଲେ । ସ୍କୁଲ ର ହେଡ ବୟ ବାସୁଦେବ ପଣ୍ଡା ଓ ହେଡ  ଗାର୍ଲ୍  ବୈଶାଖୀ ପଣ୍ଡା କମାଣ୍ଡ ଦେଇଥିଲେ ।
ଏହା ପରେ ବିଦ୍ୟାଳୟ ଅଡିଟୋରିୟମରେ  ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆରମ୍ଭ ରେ ଅର୍ପିତାଅର୍ପିତା ରାୟ, ଶୁଭ ଲକ୍ଷ୍ମୀ ଵେହୁରିଆ ଓ  ଶୁଭଶ୍ରୀ ଆଚାର୍ଯ୍ୟ ସ୍ଵାଗତସଙ୍ଗୀତ ଗାନ କରି ଥିଲେ ।
ଅମ୍ରିତା ରାଉତ ଓ ଶୁଭ ଲକ୍ଷ୍ମୀ ଵେହୁରିଆ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଥିଲେ । ଶିକ୍ଷୟତ୍ରୀ ସମିତା ସାହୁ, ସଂଘମିତ୍ରା ବାରିକ୍ ନିଜ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀ ଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ନିଜର ଅଭିଭାଷଣ ରଖିଥିଲେ । ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ବନମାଳୀ ପାଣିପାଣି ଉଦବୋଧନ ଦେଇଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସେମାନଙ୍କ ର ବକ୍ତବ୍ୟ ରଖିଥିଲେ ଏବଂ ଅକ୍ଷୟ କୁମାର ପଣ୍ଡା ଏହାକୁ ପରିଚାଳନା କରିଥିଲେ  ପରିଷେଶ ରେ ଶୁଭ ଲକ୍ଷ୍ମୀ ଵେହୁରିଆ ଧନ୍ୟବାଦ
ଅର୍ପଣ କରିଥିଲେ ।
Leave A Reply