Naveen PatnaikVerified account

@Naveen_Odisha

Chief Minister of Odisha; President, Biju Janata Dal.

Bhubaneswar, Odisha
Joined September 2015
Born October 16

Tweets

You blocked @Naveen_Odisha

Are you sure you want to view these Tweets? Viewing Tweets won't unblock @Naveen_Odisha

  1. May 24

    ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

    Undo
  2. May 24

    ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଭଜନ, ଜଣାଣ ଏବଂ ଚଉପଦୀ, ଛାନ୍ଦ, ଚମ୍ପୂ ଆଦି ଗାନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ସୁମଧୁର କଣ୍ଠ ଓ ଭାବପୂର୍ଣ୍ଣ ଭକ୍ତି ସଂଗୀତ ଶ୍ରୋତାଙ୍କ ହୃଦୟରେ ତାଙ୍କୁ ସର୍ବଦା ସ୍ୱତନ୍ତ୍ର କରି ରଖିବ।

    Undo
  3. May 23

    ନୟାଗଡ଼ର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସହଦେବ ବେହେରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅଗାଢ଼ ଦେଶପ୍ରେମ ତଥା ତ୍ୟାଗ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    Undo
  4. May 23

    ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଦେଶର ଅଖଣ୍ଡତା ବଜାୟ ରଖିବା ସହ ରାଜ୍ୟର ପ୍ରଗତି ଏବଂ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କ ଜୀବନବ୍ୟାପୀ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ।

    Undo
  5. May 23

    ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବର୍ଷୀୟାନ ରାଜନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    Undo
  6. May 22

    Congratulate workers on receiving Global Health Leaders Award-2022 for their crucial role in linking the community with the health system. They are country’s frontline warriors in every healthcare challenge we faced and work tirelessly to save precious lives.

    Undo
  7. May 22

    କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ରଥ ଚକ ଅନୁକୂଳର ଦୃଶ୍ୟ ଅତ୍ୟନ୍ତ ଭାବଉଦ୍ରେକ। ଏହା ଏକ ବିରଳ ମୁହୂର୍ତ୍ତ। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ 🙏

    Undo
  8. May 21

    Congratulate 's para shuttlers on clinching medals in men's singles & mixed doubles and Deep Ranjan Bisoyee on winning in men's doubles at Bahrain Para Badminton Int'l in . May you continue to make Odisha and the entire nation proud.

    Undo
  9. May 21

    Sustainable management and protection of biodiversity are significant as they are linked to our food chain & ultimately to our well-being. On International , reaffirm commitment to protect our environment and safeguard biodiversity to build a better future.

    Undo
  10. May 21

    Humble tributes to great social reformer and champion of women's rights, on his birth anniversary. He will always be remembered for his invaluable contribution to modern education and crusade against social evils and orthodox practices.

    Undo
  11. May 21

    Congratulate young Indian Grandmaster on his stunning victory over GM at the online rapid chess tournament. May he continue to make the nation proud. Wish him all the very best for future.

    Undo
  12. May 20

    On World Day for for Dialogue and Development, let's recognise and celebrate diverse cultures & traditions in society. Accepting diversity & fostering mutual understanding are essential for peaceful coexistence and sustainable development.

    Undo
  13. May 20

    ମା’ ତାରାତାରିଣୀଙ୍କ ଆଶୀର୍ବାଦରୁ ନବନିର୍ମିତ ମନ୍ଦିରରେ ତ୍ରିଶୂଳ ଓ ଧ୍ବଜା ସ୍ଥାପନ ସମାପନ ହୋଇଛି। ମା’ ସମସ୍ତଙ୍କର କଲ୍ଯାଣ କରନ୍ତୁ। ଜୟ ମା’ ତାରାତାରିଣୀ 🙏

    Undo
  14. May 19

    Congratulate Indian boxer on clinching Gold medal at Women's World Boxing Championships in , after defeating Thailand's Jitpong Jutamas in 52kg category. May she continue to bring glory for the country. Wish her all the best for future.

    Undo
  15. May 19

    Congratulate hockey players, Amit Rohidas and Shilanand Lakra on being selected in the Indian Men's Hockey Team for the Pro League 2021-22 matches to be played against Belgium and Netherlands. Best wishes to the team.

    Undo
  16. May 18

    Congratulate and on the maiden test firing of indigenously-developed Naval Anti-Ship Missile from Integrated Test Range (ITR), Chandipur off the coast of .

    Undo
  17. May 17

    Warm birthday wishes to former Prime Minister Shri Ji. May you be blessed with good health and long life.

    Undo
  18. May 17

    Museums are windows to our rich art, culture, heritage and glorious history. On , urge everyone to visit museums across to enlighten yourself about the treasure trove of knowledge and take pride in our glorious heritage.

    Undo
  19. May 17

    Congratulate Women's Team on their 2-0 win over Karnataka in the final of the 12th Hockey India Senior Women National Championship. May the team continue to shine and bring laurels. Wish the team all the very best for future.

    Undo
  20. May 17

    ପ୍ରସିଦ୍ଧ ମା' ତାରାତାରିଣୀ ପୀଠର ନୂତନ ଭବ୍ୟ ମନ୍ଦିର ଏବଂ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଅବସରରେ ଆଲୋକମାଳାରେ ସୁସଜ୍ଜିତ ମନ୍ଦିର ପରିସରର ଏ ଦୃଶ୍ୟ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ମା'ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। ଜୟ ମା' ତାରାତାରିଣୀ🙏

    Undo

Loading seems to be taking a while.

Twitter may be over capacity or experiencing a momentary hiccup. Try again or visit Twitter Status for more information.

    You may also like

    ·