CMO OdishaVerified account

@CMO_Odisha

Office of the Chief Minister, Odisha

Bhubaneswar, Odisha
Joined January 2016

Tweets

You blocked @CMO_Odisha

Are you sure you want to view these Tweets? Viewing Tweets won't unblock @CMO_Odisha

  1. Ground breaking was also performed for a steel strapping mfg. unit & convention centre in Khordha, a 4-star hotel and a HDPF Pipes & PVC Pipes mfg. unit in Cuttack, a 5-star hotel-cum-luxury resort in Puri, ethanol production unit in Sambalpur & a distillery plant in Jharsuguda.

    Show this thread
    Undo
  2. CM inaugurated corrugated box manufacturing unit in Khordha, resort with amusement Park in Bargarh, manufacturing unit of Horlicks & Boost in Cuttack, and broke ground for distillery plant in Cuttack, a Fishmeal plant, Shrimp/Prawn & Fish Feed Manufacturing Facility in Baleswar.

    Show this thread
    Undo
  3. In a major boost to , CM has broken ground/inaugurated 13 industrial projects worth ₹1,218.01 Cr in 7 districts that will generate jobs for 3390+ people. The projects are in food processing, tourism, manufacturing, polymers & plastic sectors.

    Show this thread
    Undo
  4. May 20

    ମା' କଟକ ଚଣ୍ଡୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ₹୭୦ କୋଟିର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି। ଏଥିରେ ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ସହ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

    Undo
  5. May 19

    To further boost industrial development, CM will inaugurate and break ground for 13 new industrial projects worth ₹1218.01 Cr, with potential employment for 3390 people across seven districts.

    Undo
  6. May 19

    ଜଗତସିଂହପୁର ଜିଲ୍ଲାର କାଦମ୍ୱିନୀ ଓଝା ରେ ଘରୋଇ ହସ୍ପିଟାଲରେ ନିଜର ସିଜରିଆନ୍ ଡେଲିଭରୀ କରାଇ ଉପକୃତ ହୋଇପାରିଛନ୍ତି। ଏହି ଯୋଜନାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

    Undo
  7. May 19

    ଓବିସିସି ଦ୍ଵାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସର ଆହୁରି ଆକର୍ଷଣୀୟ ହେବ। ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ସହ ନୂଆ ରୋଷଘର, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର, ଆଲୋକୀକରଣ ଓ ସିସିଟିଭି ପରି ବିଭିନ୍ନ ବ୍ଯବସ୍ଥା କରାଯିବ। ଏହାର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ କଟକବାସୀଙ୍କ ସହଯୋଗ କାମନା କରିଛନ୍ତି।

    Show this thread
    Undo
  8. May 19

    କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅନୁମୋଦନ କରିଛନ୍ତି। ଅଧୀନରେ ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି।

    Show this thread
    Undo
  9. May 19

    Congratulations on signing LOI with Foundation to promote football at grassroots & becoming nodal agency for promoting football for schools in . It will help in grooming aspiring footballers at the grassroots.

    Undo
  10. May 19

    ଅଧୀନରେ ରୂପାନ୍ତରିତ ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ରାଜ୍ୟରେ ଆଧ୍ୟାତ୍ମିକ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ କରିଛି। ଏହାର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗଦେଇ ଉତ୍କଳୀୟ କଳା, ସଂସ୍କୃତି ଓ ସ୍ଥାପତ୍ୟର ଏହା ଅନୁପମ ନିଦର୍ଶନ ବୋଲି କହିଛନ୍ତି।

    Undo
  11. May 18

    ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ କ୍ୟାବିନେଟ ବୈଠକରେ ₹୪୯୭୩ କୋଟି ମଞ୍ଜୁର କରିଛନ୍ତି। ଏହା ମାଧ୍ୟମରେ ଏସଏଚଜି ମହିଳାଙ୍କ ପାଇଁ ଦକ୍ଷତା ବିକାଶ ତାଲିମ, ବିସ୍ତୃତ ବଜାର ବ୍ୟବସ୍ଥା ଓ ମିଶନ ଶକ୍ତି ଗୃହ ନିର୍ମାଣ ପରି ବ୍ୟାପକ ପଦକ୍ଷେପ ନିଆଯିବ।

    Undo
  12. May 18

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସାର୍ବଜନୀନ ଦେୟ ମୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଛି। ଏହା ଅଧୀନରେ କେନ୍ଦ୍ରାପଡ଼ା ଜିଲ୍ଲାର ଅରୁନ୍ଧତୀ ସେଠୀ ନିଜର ସଫଳ ଅପରେସନ କରାଇ ସୁସ୍ଥ ହୋଇପାରିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

    Undo
  13. May 18

    ଗ୍ରାମାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସୁନ୍ଦରଗଡ଼ର କୋପଶିଙ୍ଗା ଏବଂ କୁଡାବାଗା ଗ୍ରାମ ନିକଟରେ ୨ଟି ଆନିକଟ ନିର୍ମାଣ କରିବାକୁ ବୈଠକରେ ୩୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ମଞ୍ଜୁର ହୋଇଛି। ଏହାଦ୍ବାରା ୩୭୦ହେକ୍ଟରରୁ ଅଧିକ ଅଞ୍ଚଳରେ ମାଛ ଚାଷ ପାଇଁ ଭିତ୍ତିଭୂମି ଆହୁରି ମଜବୁତ ହେବ।

    Undo
  14. May 18

    ମୁଖ୍ୟମନ୍ତ୍ରୀ ଶ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ବଲପୁର ଓ ଦେବଗଡ଼ରେ ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୫୨.୩୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ଅନୁମୋଦିତ ହୋଇଛି। ଏହାଦ୍ବାରା ୮୭ଟି ଗ୍ରାମ ପଞ୍ଚାୟତର ୩ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

    Undo
  15. May 18

    ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଜଳସେଚନକୁ ବ୍ୟାପକ କରିବା ପାଇଁ ଆଗାମୀ ୫ ବର୍ଷରେ ୧ଲକ୍ଷ ଗଭୀର ନଳକୂପ ଖନନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ରାଜ୍ୟର ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଉଭୟ ଫସଲ ଋତୁରେ ଅର୍ଥକାରୀ ଫସଲ ଉତ୍ପାଦନ କରି ପ୍ରାୟ ୧ଲକ୍ଷ କୃଷକ ଲାଭବାନ ହେବେ।

    Undo
  16. May 18

    ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବା ପାଇଁ ରାଜ୍ୟରେ ୧୨୮୦ଟି ଆଡ଼ିବନ୍ଧ ନିର୍ମାଣ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ୩୫%ରୁ କମ ଜଳସେଚିତ ବ୍ଲକଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବାକୁଥିବା ବେଳେ ୨୭,୬୦୦ ହେକ୍ଟର ଜମିକୁ ଜଳ ସୁନିଶ୍ଚିତ କରିବା ସହ ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେବ।

    Undo
  17. May 18

    ଉଭୟ ଖରିଫ ଓ ରବି ଋତୁରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୨.୨୦ଲକ୍ଷ ହେକ୍ଟରରୁ ଅଧିକ ଜମି ଜଳସେଚିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ କ୍ୟାବିନେଟ ବୈଠକରେ ବରଗଡ଼ ମୁଖ୍ୟ କେନାଲର ପୁନରୁଦ୍ଧାର ଓ ପୁନର୍ବିନ୍ୟାସ ଟେଣ୍ଡରକୁ ଅନୁମୋଦନ କରିଛନ୍ତି।

    Undo
  18. May 18

    ମୟୂରଭଞ୍ଜ ଜିଲ୍ଲାର ଉଦଳା, ଖୁଣ୍ଟା, ବଡ଼ସାହି ଓ ଜି.ବି.ନଗର ବ୍ଲକର ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ କ୍ୟାବିନେଟ ବୈଠକରେ ₹୩୭୭.୨୩ କୋଟି ଅନୁମୋଦନ କରିଛନ୍ତି।

    Undo
  19. May 18

    ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଅତିରିକ୍ତ ୫୭୫୦ ହେକ୍ଟର ଚାଷ ଜମିକୁ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଟେଣ୍ଡର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ବରଗଡ଼ ଜିଲ୍ଲାର ୧୨ଟି ଗାଁର ବାସିନ୍ଦା ବିଶେଷ ଉପକୃତ ହେବେ।

    Undo
  20. May 18

    'ମିଶନ ଶକ୍ତି' ମାଧ୍ୟମରେ ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଆହୁରି ସଶକ୍ତ କରିବା ପାଇଁ ରେ ଆଗାମୀ ୫ବର୍ଷ ପାଇଁ ₹୪୯୭୩.୩୯ କୋଟି ଅନୁମୋଦିତ ହୋଇଛି। ଏଥିରେ ଏସଏଚଜି ସଦସ୍ୟାଙ୍କ ପାଇଁ ଋଣ, ସୁଧ ରିହାତି, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ମିଶନ ଶକ୍ତି ବଜାର ଓ ଗୃହ ନିର୍ମାଣର ବ୍ୟବସ୍ଥା କରାଯିବ।

    Undo

Loading seems to be taking a while.

Twitter may be over capacity or experiencing a momentary hiccup. Try again or visit Twitter Status for more information.

    You may also like

    ·