CMO OdishaVerified account

@CMO_Odisha

Office of the Chief Minister, Odisha

Bhubaneswar, Odisha
Joined January 2016

Tweets

You blocked @CMO_Odisha

Are you sure you want to view these Tweets? Viewing Tweets won't unblock @CMO_Odisha

  1. Mentioning that the world-class palliative care would be free of cost, CM expressed confidence that the institutions will help patients of especially the poor in accessing quality healthcare facilities & assured that Govt will ensure early completion to serve the people.

    Show this thread
    Undo
  2. CM highlighted that the cancer hospital will work on a cross-subsidy model & will now be 750-bedded equipped with latest technology. CM expressed confidence that the centre will become a leading research institution & attract oncologists from across the world to serve humanity.

    Show this thread
    Undo
  3. Expressing happiness over the initiation of the projects on the occasion of , CM congratulated Smt Susmita Bagchi and Shri Subroto Bagchi for their philanthropy and noble efforts to create two world-class institutions in .

    Show this thread
    Undo
  4. Further strengthening cancer treatment and palliative care in , CM has laid foundation stone for Bagchi-Karunashraya Palliative Care Centre and Bagchi-Sri Shankara Cancer Centre & Research Institute in .

    Show this thread
    Undo
  5. ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ବିରାଜମାନ ହେବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି। କୋଭିଡ ସ୍ଥିତି ଯୋଗୁଁ ଘରେ ରହି ସମସ୍ତେ ମହାପ୍ରଭୁଙ୍କ ଏ ଅପୂର୍ବ ଦୃଶ୍ୟ ଅବଲୋକନ କରୁଥିବାବେଳେ ବଡଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

    Undo
  6. Odisha Govt along with SJTA has done all preparation for the world renowned . The festooned chariots are ready at for the nine-day sojourn of the Holy Trinity.

    Undo
  7. Jul 11

    ପୁରୀରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ଦେଖନ୍ତୁ :

    Undo
  8. Jul 11

    ASHA and Anganwadi workers across the State have contributed immensely to 's fight against pandemic. Their relentless hardwork in spreading awareness & conducting surveys has kept a huge population safe from the deadly virus.

    Undo
  9. Jul 11

    Appreciation for Antaryami Sahoo of Kantilo, Nayagarh, who is on a mission to conserve environment & wildlife by planting thousands of trees in public spaces. This sets an example for all in society to come forward & make greener.

    Undo
  10. Jul 10

    ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଏସଏଚଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ କୋରାପୁଟ ଜିଲ୍ଲାରେ 'କମ୍ୟୁନିଟି ନର୍ସରୀ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ ଜିଲ୍ଲାରେ ୧୬ଟି ବଗିଚା ନିର୍ମାଣ କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଏହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରହିଛି।

    Undo
  11. Jul 9

    କୋଭିଡ ସମୟରେ ମନରେଗା ଶ୍ରମିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ₹୩୫୨ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଅପ୍ରେଲରୁ ଜୁନ ମାସ ପର୍ଯ୍ୟନ୍ତ ଅତିରିକ୍ତ ମଜୁରୀ ବାବଦକୁ ଦୈନିକ ₹୫୦ ହିସାବରେ ₹୪,୫୦୦ ପର୍ଯ୍ୟନ୍ତ ସହାୟତା ଦିଆଯିବ। ଏହାଦ୍ୱାରା ୩୨ଲକ୍ଷ ଶ୍ରମିକ ସିଧାସଳଖ ଉପକୃତ ହେବେ।

    Undo
  12. Jul 9

    ଲକଡାଉନ, ସଟଡାଉନରେ ଜୀବିକା ପ୍ରଭାବିତ ହୋଇଥିବାରୁ ଏହି ସହାୟତା ରାଶି ଦ୍ୱାରା ଶ୍ରମିକ ପରିବାରର ଆର୍ଥିକ ଅସୁବିଧା ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିସହ ଜିଲ୍ଲାସ୍ତରରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ଯେପରି ରୋଜଗାର ସୁନିଶ୍ଚିତ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

    Show this thread
    Undo
  13. Jul 9

    ୨୦୨୧-୨୨ ଆର୍ଥିକ ବର୍ଷର ଅପ୍ରେଲ ୧ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ମନରେଗାରେ କାମ କରିଥିବା ଶ୍ରମିକଙ୍କୁ ନିର୍ଦ୍ଧାରିତ ମଜୁରୀ ବ୍ୟତୀତ ଦୈନିକ ₹୫୦ ହିସାବରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ସିଧାସଳଖ ବ୍ୟାଙ୍କ ଖାତାକୁ ଏହି ରାଶି ପଠାଯାଇଥିବା ବେଳେ ରାଜ୍ୟର ୩୨ଲକ୍ଷ ଶ୍ରମିକ ଭାଇଭଉଣୀ ଏହାଦ୍ୱାରା ଉପକୃତ ହେବେ।

    Show this thread
    Undo
  14. Jul 9

    ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ୩୫୨କୋଟି ଟଙ୍କାର ଏହି ପ୍ୟାକେଜରେ ଅତିରିକ୍ତ ମଜୁରୀ ବାବଦକୁ ଶ୍ରମିକମାନଙ୍କୁ ୪,୫୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ।

    This media may contain sensitive material. Learn more
    Show this thread
    Undo
  15. Jul 9

    କୋଭିଡ ସମୟରେ ସ୍ନାତକ ଛାତ୍ରଛାତ୍ରୀଙ୍କ ସୁବିଧାରେ ପାଠପଢା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 'ଇ-ଲେକଚର୍' ବ୍ୟବସ୍ଥା ଲୋକାର୍ପିତ ହୋଇଛି। ରେ ବର୍ତ୍ତମାନ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟରର ୧୧ଟି ବିଷୟ ଉପଲବ୍ଧ ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସେମିଷ୍ଟରର ବିଷୟଗୁଡ଼ିକୁ ଏଥିରେ ସାମିଲ କରାଯିବ।

    Undo
  16. Jul 9

    କୋଭିଡ ସମୟରେ ମନରେଗା ଶ୍ରମିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ₹୩୫୨ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ଏହାର ଶୁଭାରମ୍ଭ ହେଉଛି।

    Undo
  17. Jul 9

    ଖେଳିବାକୁ ଯାଉଥିବା ଓଡ଼ିଆ କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେଚ୍ଛା ଜଣାଇ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢାଇବା ସହ କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ୱାରା ନିଶ୍ଚୟ ସଫଳତା ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    Undo
  18. Jul 9

    Congratulate on being awarded Digital Empowered State of the Year at Digital Empowerment Meet for successful implementation of & to ensure facilitation of all government services through digital platforms.

    Undo
  19. Jul 8

    CM expressed confidence that they will win medals through hard work, determination and discipline. The players also said that they will give their best performance to bring glory for the country and the state.

    Show this thread
    Undo
  20. Jul 8

    Greeting Birendra Lakra, Amit Rohidas, Dutee Chand, Deep Grace Ekka, Namita Toppo & Pramod Bhagat, CM said they have become role models for the youth of Odisha. CM said that Olympics is the highest dream for a player and they have brought glory for their families and all of us.

    Show this thread
    Undo

Loading seems to be taking a while.

Twitter may be over capacity or experiencing a momentary hiccup. Try again or visit Twitter Status for more information.

    You may also like

    ·