Friday, July 26, 2019

ରାଜ୍ୟ

ନାବଳିକାକୁ ଅଶ୍ଲୀଳ ମେଲ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

କୋରେଇ, ୨୬ ଜୁଲାଇ : କଲେଜ ପଢୁଥିବା ନାବାଳିକା ଝିଅକୁ ରାସ୍ତା ଅଶ୍ଳୀଳ କଂମେଟ କରିବା ସହ ବିଭି୍ନ ସମୟରେ ଫେସବୁକ ଓ ଇନ୍ଟରନେଟ ମାଧ୍ୟମରେ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ପୁଲିସ...

ରାଜନୀତି

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ୟେଦ୍ଦ୍ୟୁରପ୍ପା, ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏଚ୍‌ଡି କୁମାରସ୍ୱାମୀ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍‌ ହାରିବାର ତିନି ଦିନ ପରେ ଅର୍ଥାତ୍‌ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ବିଜେପି ନେତା ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌...

ଦେଶ- ବିଦେଶ

ମନୋରଞ୍ଜନ

ଖେଳ

ସ୍ୱତନ୍ତ୍ର

ମୁହଁରୁ କଳାଦାଗ ଦୂରହେବ କେମିତି

ମୁହଁରେ ବ୍ରଣହେବା ମହିଳାମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା । କି;ୁ ଏହି ବ୍ରଣ ଛାଡ଼ିଦେଇ ଯାଇଥିବା କଳାଦାଗ ବ୍ରଣଠାରୁ ମଧ୍ୟ ବଡ଼ ସମସ୍ୟା । ଏହି ସମସ୍ୟାକୁ ଦୂର କରିବାପାଇଁ ମହିଳାମାନେ...

ବର୍ଷାଦିନରେ ଦେହ ପାଇଁ ଉପକାରୀ ହଳଦୀ

ବର୍ଷାର ଆଗମନରେ ନିଜ କାମରେ ସ୍ୱଭାବିକତା ବଯାୟ ରଖିବା ପାଇଁ ଆମକୁ ଫିଟ୍‌ ରହିବା ନିହାତି ଦରକାର । ରୀରକୁ ଫିଟ୍‌ ରଖିବା ଅର୍ଥ ଶରୀରର ଇମୁ୍ୟନିଟିକୁ ବଢ଼ାଇବା । ହଳଦୀରେ ପ୍ରସ୍ତୁତ...

ADVERTISEMENT

Latest

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ୟୁରପ୍ପା

ବାଙ୍ଗାଲୁରୁ , ୨୬ ଜୁଲାଇ : କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ୍ ୟେଦ୍ୟୁରପ୍ପା । ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ...

ନାବଳିକାକୁ ଅଶ୍ଲୀଳ ମେଲ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

କୋରେଇ, ୨୬ ଜୁଲାଇ : କଲେଜ ପଢୁଥିବା ନାବାଳିକା ଝିଅକୁ ରାସ୍ତା ଅଶ୍ଳୀଳ କଂମେଟ କରିବା ସହ ବିଭି୍ନ ସମୟରେ ଫେସବୁକ ଓ ଇନ୍ଟରନେଟ ମାଧ୍ୟମରେ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ପୁଲିସ...

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଦେଲେ ପକ୍ସୋ କୋର୍ଟ

ଅନୁଗୋଳ/ଭୁବନେଶ୍ୱର, ୨୬ ଜୁଲାଇ – ଜଣେ ୧୨ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଜଣେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳର "ପକ୍ସୋ' କୋର୍ଟ । ଉକ୍ତ ଘଟଣାର...

ବିଧାନସଭାରେ ସାବିତ୍ରୀ ଅଗ୍ରୱାଲ

ଭୁବନେଶ୍ୱର, ୨୬ ଜୁଲାଇ – ସଦ୍ୟ ଶେଷ ହୋଇଥିବା ପାଟକୁରା ନିର୍ବାଚନର ବିଜୟୀ ପ୍ରାର୍ଥୀ ନବନିର୍ବାଚିତା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଆଜି ବିଧାନସଭା ଆସିଥିଲେ । ପରମ୍ପରା ଅନୁଯାୟୀ ଶ୍ରୀମତୀ ସାବିତ୍ରୀ ଶୁକ୍ରବାର...

ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ମୁଖ୍ୟ ସଚେତକ ଦାୟିତ୍ୱ

ଭୁବନେଶ୍ୱର, ୨୬ ଜୁଲାଇ - ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ସାଂସଦ...

ନିମ୍ନ ମାନର ଔଷଧ ଦେବା ଅଭିଯୋଗରେ କଳିଙ୍ଗ ହସ୍ପିଟାଲରେ ଚଢାଉ

ଭୁବନେଶ୍ୱର, ୨୬ ଜୁଲାଇ - ନିମ୍ନ ମାନର ଔଷଧ ଦେଉଥିବା ଅଭିଯୋଗରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କେଂଟ୍ରାଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ୬ଟି...

ରେଡ୍ମଡ୍ ନିଷ୍କାସନ ଦ୍ୱାରା ପରିବେଶର ସୁରକ୍ଷାରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଅଭିନବ ଭୂମିକା ଗ୍ରହଣ କରୁଛି : ନାଲ୍‌କୋ ଅଧ୍ୟକ୍ଷ...

ଭୁବନେଶ୍ୱର, ୨୬.୦୭.୨୦୧୯ : ରେଡ୍ ମଡ୍ ନିର୍ଗମନ ଏବଂ ଏହାର ନିରାପଦ ନିଷ୍କାସନ ତଥା ଉପାଦେୟ ଉପଯୋଗ ଦ୍ୱାରା ଦେଶର ପରିବେଶକୁ ସୁରକ୍ଷିତ କରିବା ନିମନ୍ତେ ବିଭିନ୍ନ ଶିଳ୍ପୋଦ୍ୟୋଗର ବରିଷ୍ଠ ପ୍ରତିନିଧି, ଖଣି...

ପୁଣି ଥରେ ମାମୁ ହେବେ ସଲମାନ

ମୁମ୍ବାଇ: ଖାନ ପରିବାରଙ୍କ ପାଇଁ ପୁଣି ଥରେ ଖୁସି ଖବର ଆସିଛି | ବଲିଉଡ ଦବଙ୍ଗ ସଲମାନ ଖାନ ପୁଣି ଥରେ ମାମୁ ହେବାକୁ ଯାଉଛନ୍ତି | ତାଙ୍କ ଭଉଣୀ ଅର୍ପିତା ବର୍ତ୍ତମାନ...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୧୦ ଘଣ୍ଟାର ଜେରାପରେ ସିବିଆଇ ଅଦାଲତରେ ହାଜର ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ...

ଚଣ୍ଡୀଗଡ଼: ମାନେସର ଜମି ଦୁର୍ନୀତି ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡଡାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ଗତକାଲି ୧୦ ଘଣ୍ଟା ଧରି ଜେରା କରାଯାଇଛି। ଚଣ୍ଡୀଗଡ଼ ସ୍ଥିତ ଇଡି କାର୍ଯ୍ୟାଳୟରେ...

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ୟେଦ୍ଦ୍ୟୁରପ୍ପା, ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏଚ୍‌ଡି କୁମାରସ୍ୱାମୀ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍‌ ହାରିବାର ତିନି ଦିନ ପରେ ଅର୍ଥାତ୍‌ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ବିଜେପି ନେତା ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌...