ଦୀର୍ଘ ୩୬ ଦିନ ଧରି ଖୋଲା ଆକାଶ ତଳେ ଏବଂ ରାଜରାସ୍ତାରେ ଧାରଣାରତ ଅଙ୍ଗନବାଡି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ଓ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଚଂଚକତା କରି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଶାସକ ବିଜେଡି ଯେପରି ଚକ୍ରାନ୍ତ କରିଛି, ତାହାକୁ ବିରୋଧ କରି ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I

18 Oct , 2017 22491571_1917314281818913_1878130160563142291_n

...

Read More

ଭାରତୀୟ ଜନତା ପାର୍ଟି, ବରଗଡ ପକ୍ଷରୁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକରେ ବିଜେପୁରର ହକ୍ ପାଇଁ ବିଜେପି ଲଢେଇ କରିବା ନେଇ ରଣନୀତି ପ୍ରସ୍ତୁତ ହୋଇଛି l #BJPMissionOdisha120

22554798_1917295705154104_5836254635262640413_n

...

Read More

ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ବ୍ରଜରାଜନଗର କାଳୀ ମନ୍ଦିର କମିଟି ହଲ୍ ଠାରେ ଝାରସୁଗୁଡା ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି I

16 Oct , 2017 22540135_1916748258542182_6259738260870639485_n

...

Read More

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ସୁରେଶ ପୂଜାରୀ, ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ପଟେଲ, ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ସଭାପତି ଶ୍ରୀ ବଟକୃଷ୍ଣ ମିଶ୍ର ଉପସ୍ଥିତିରେ ଆଜି ସୁନ୍ଦରଗଡ ଠାରେ ବରିଷ୍ଠ ଆଇନଜୀବୀ ଶ୍ରୀ ଗିରିଶ ସାହୁ, ହେମଗିରିର ରାଜା ଶ୍ରୀ ସୁନୀଲ ସିଂହଦେଓଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ମାନେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ l

15 Oct , 2017 22448178_1916167638600244_1638688228624494662_n

...

Read More