Press Releases

16 May , 2018

ବିଜୁ ଗାଁ ଗାଡି କେବଳ କାଗଜ ପତ୍ର ରେ ଚାଲିଛି : ବିଜେପି

16 May , 2018

ରାଜ୍ୟବାସୀଙ୍କୁ ପାଣି ଯୋଗାଇବାକୁ ଶାସକ ବିଜେଡି ମହାନଦୀ ପାଇଁ ମହାସଂଗ୍ରାମ କରୁନାହିଁ, ବରଂ ବିଭ୍ରାନ୍ତି କରି ଭୋଟ ଗୋଟାଇବା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ : ଶ୍ରୀ ଗୋଲକ ମହାପାତ୍ର

15 May , 2018

ରାଜ୍ୟ ସରକାର ମହିଳାମାନଙ୍କୁ ଭୋଟ ବ୍ୟାଙ୍କର ଆଧାର କରି ବିଜେଡି ଦଳର ସଶକ୍ତି କରଣ ଭାବେ ବ୍ୟବହାର କରୁଛନ୍ତି : ବିଜେପି

14 May , 2018

ଆସନ୍ତା ୧୭ ରୁ ଆରମ୍ଭ ହେବ ମହିଳା ସୁରକ୍ଷା ଯାତ୍ରା : ମହିଳା ମୋର୍ଚ୍ଚା

14 May , 2018

ମୁଖ୍ୟମନ୍ତ୍ରୀ ମଧ୍ୟମ, କ୍ଷୁଦ୍ର ଓ ଅଣୂକ୍ଷୁଦ୍ର ଶିଳ୍ପ ସମୀକ୍ଷା ପ୍ରସଙ୍ଗରେ କେବଳ ରାଜ୍ୟ ସରକାର ପଲିସି କରିବେ କି ତାକୁ କାର୍ଯ୍ୟକାରୀ କରାଇବେ ? : ବିଜେପି

13 May , 2018

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଉପ ସଭାପତି ଅଖିଳ ପାତ୍ର ନିଲମ୍ବିତ

13 May , 2018

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ନଗର ସଭାପତି ରାକେଶ ମିଶ୍ର ନିଲମ୍ବିତ

13 May , 2018

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ ବିଦେଶରେ ଗଚ୍ଛିତ ରଖିଥିବା ସମ୍ପତି ସମ୍ପର୍କରେ ଇନକମ ଟାସ୍କ ଏବଂ ଏଫିଡେବିଟରେ ନଦର୍ଶାଇବା ପ୍ରସଙ୍ଗରେ

12 May , 2018

ଚାଷୀ ବୃନ୍ଦା ସାହୁ ଏବଂ ଖଇନୁ ବର୍ଗତିର ମୃତ୍ୟୁ ଘଟଣା ଦୁର୍ନୀତିଗ୍ରସ୍ତ ଓ ଜଳ ସମ୍ପଦ ବିଭାଗର ଅସଲି ମୁଖା ଖୋଲିଦେଇଛି : ବିଜେପି

12 May , 2018

ନଗର ଉନ୍ନୟନ ବିଭାଗର ଉଦାସୀନତା କାରଣରୁ ସହରବାସୀ ଆଜି ଦୈନନ୍ଦିନ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି : ବିଜେପି

12 May , 2018

ମହାନଦୀ ଉପରେ ୭ଟି ବ୍ୟାରେଜ ଏବଂ ୨୨ ଟି ଚେକ ଡ୍ୟାମ ନିର୍ମାଣ ଘୋଷଣା ପ୍ରସଙ୍ଗରେ

11 May , 2018

ସୁନାମଧନ୍ୟ ଏବଂ ଲୋକପ୍ରିୟ ଚଳଚିତ୍ର ଅଭିନେତ୍ରୀ ଅନିତା ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

11 May , 2018

ରାଜ୍ୟରେ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି : ବିଜେପି

11 May , 2018

୪ ବର୍ଷ ପୁରୁଣା କେନ୍ଦ୍ରୀୟ ଯୋଜନାକୁ ଆଜି ରାଜ୍ୟରେ ଘୋଷଣା କରାଯିବା ପଛରେ “ଶାସକ ବିଜେଡିର ଭୋଟ ରାଜନୀତି ” ଏବଂ “ରାଜ୍ୟସରକାରଙ୍କ ଅପାରଗତା ” ମୁଖ୍ୟ କାରଣ : ବିଜେପି

10 May , 2018

ବ୍ୟାପକ ପିସି କାରବାର କାରଣରୁ ରାଜ୍ୟରେ ପଂଚାୟତି ବ୍ୟବସ୍ଥା ଫେଲ ହୋଇଛି : ବିଜେପି

10 May , 2018

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ଏବଂ ରାଧାନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିରେ ଗଭୀର ଶୋକ

9 May , 2018

ରାସ୍ତାରେ, ଘାଟରେ, ଅଟୋରେ, ନାଳରେ ଆଉ କେତେଦିନ ପ୍ରସବ କରିବେ ଓଡ଼ିଶାର ମାମାନେ ? – ବିଜେପି

8 May , 2018

ଗରିବ ଲୋକଙ୍କୁ ଜମି ପଟ ଦେବାର ନାଟକ ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ପରିପ୍ରେକ୍ଷୀରେ ହୋଇଛି : ବିଜେପି

8 May , 2018

ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ କ୍ଷେତ୍ରରେ ଶାସକ ବିଜେଡିର ଚରମ ବିଫଳତା କାରଣରୁ ଗରିବ ଓଡ଼ିଆ ଲୋକମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଛି : ବିଜେପି

8 May , 2018

ଆଇଆଇସି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ : ମହିଳାମୋର୍ଚ୍ଚା

7 May , 2018

ରାଜ୍ୟ ସରକାର ବିକାଶ ବିରୋଧୀ ରାଜନୀତି କରୁଛନ୍ତି : ବିଜେପି

7 May , 2018

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ ପ୍ରଦର୍ଶନ

6 May , 2018

ଆସନ୍ତା କାଲି ଲୋୟର ପିଏମଜିଠାରେ ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ ପ୍ରଦର୍ଶନ

6 May , 2018

କଳାଜଗତରୁ କଳିଙ୍ଗ ଷ୍ଟୁଡିଓକୁ ବିଚ୍ଛିନ୍ନ କରିବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର – ବିଜେପି

5 May , 2018

ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ

5 May , 2018

” ଯାହାର ରକ୍ଷକ ରାଇଜ ସାଆନ୍ତ, ସେ ହେଉଛନ୍ତି ବିଜେଡି ବିଧାୟକ ବଳବନ୍ତ ଓ ଧଳ ସାମନ୍ତ” : ବିଜେପି

4 May , 2018

ବମିଖାଲ ଓଭରବ୍ରିଜ ଅଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ବିଜେପି

3 May , 2018

ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ ବୋଲି କହି ମୁଖ୍ୟମନ୍ତ୍ରୀ କେବଳ ବାହାସ୍ଫୋଟ ମାରୁଛନ୍ତି : ବିଜେପି

3 May , 2018

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା ୭ ରେ ରାଜଭବନ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ମହିଳା ମୋର୍ଚ୍ଚା

2 May , 2018

ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ : ବିଜେପି

2 May , 2018

୩୧୪ ବ୍ଲକରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷୀ ଉପସ୍ଥିତି ନିମନ୍ତେ କରାଗଲା ଉଦ୍ୟମ

30 Apr , 2018

କୃଷକର ଆୟକୁ ଦ୍ବିଗୁଣିତ କରିବାପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ସାକାର କରିବ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା

30 Apr , 2018

ଆସନ୍ତା କIଲି ବିଜେପି ମହିଳା ମୋର୍ଚ୍ଚା ତରଫରୁ ସମସ୍ତ ଜିଲ୍ଲାର ସଦର ମହକୁମାଠାରେ ସମୂହ ମହମବତୀ ଶୋଭାଯାତ୍ରା କରାଯିବ : ବିଜେପି

30 Apr , 2018

ସାଲେପୁର ପୀଡିତାର ମୃତ୍ୟୁ ପାଇଁ ରାଜ୍ୟ ସରକାର ହିଁ ଦାୟୀ : ବିଜେପି

29 Apr , 2018

ଆସନ୍ତା କIଲି “ଆୟୁଷ୍ମାନ ଭାରତ” ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ପଂଚାୟତ ସ୍ତରରେ ଆୟୋଜନ କରାଯିବ : ବିଜେପି

29 Apr , 2018

ମୁଖ୍ୟମନ୍ତ୍ରୀ ରାଜ୍ୟର ମା ଭଉଣୀମାନଙ୍କୁ ସୁରକ୍ଷା ନୁହେଁ ବରଂ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି : ମହିଳା ମୋର୍ଚ୍ଚା

29 Apr , 2018

ଶାସକ ବିଜେଡି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ମହାନଦୀ ପ୍ରସଙ୍ଗକୁ ସମାଧାନ କରିବାକୁ ଚାହୁଁନାହିଁ : ବିଜେପି

28 Apr , 2018

ଓଡ଼ିଶାର ୪୦୦ଟ ଅବହେଳିତ ଗ୍ରାମକୁ ସ୍ୱୟଂ ସମ୍ପୂର୍ଣ୍ଣ ଗ୍ରାମ ଭାବରେ ଘୋଷିତ କରାଯିବ : ବିଜେପି

28 Apr , 2018

ଆନ୍ଦୋଳନ ରାଜ୍ୟସରକାରଙ୍କ ଦ୍ୱାରା ପ୍ରାୟୋଜିତ : ବିଜେପି

27 Apr , 2018

ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : ରବି ନାୟକ

25 Apr , 2018

କଟକ ମେଡିକାଲରେ ଚିକିସସହିତ ସାଲେପୁର ନାବାଳିକା ଦୁଷ୍କର୍ମ ପୀଡିତାର ଆଶୁ ଆରୋଗ୍ୟ କାମନା କରି

24 Apr , 2018

କଟକ ମେଡିକାଲରେ ଚିକିସସହିତ ସାଲେପୁର ନାବାଳିକା ଦୁଷ୍କର୍ମ ପୀଡ଼ିତାକୁ ଭେଟିଲେ ବିଜେପି ପ୍ରତିନିଧି ଦଳ

24 Apr , 2018

କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ଦିବସ ରାଜ୍ୟ ସରକାର ପାଳନ ନ କରିବା ପ୍ରସଙ୍ଗରେ

23 Apr , 2018

ରାଜ୍ୟ ସ୍ୱାର୍ଥ ନୁହେଁ ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି କରୁଛି ମହାନଦୀ ପ୍ରସଙ୍ଗ : ବିଜେପି

21 Apr , 2018

ନାରୀମାନଙ୍କ ପ୍ରତି ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମ ବୃଦ୍ଧି ପାଉଛି , ମୁଖ୍ୟମନ୍ତ୍ରୀ କେବେ ମା’ ମାନଙ୍କୁ ସୁରକ୍ଷା ଦେବେ ?

21 Apr , 2018

ମୁଖ୍ୟମନ୍ତ୍ରୀ ମହାନଦୀ ସୁରକ୍ଷା ନେଇ ନିଜ ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେବା ପ୍ରସଙ୍ଗରେ

21 Apr , 2018

ନାରୀ ସୁରକ୍ଷାରେ ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ରାଜ୍ୟ ବିଜେପିର ସ୍ୱାଗତ

21 Apr , 2018

ମଧ୍ୟଖଣ୍ଡ ଫାଣ୍ଡିରେ ଏକ ଅପରାଧୀ ସନ୍ଦେହଜନକ ଭାବେ ପୋଡିହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବ ପ୍ରସଙ୍ଗ

21 Apr , 2018

ସହରାଞ୍ଚଳର ବାସୀଙ୍କ ର ଲଢେଇ ଏବଂ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଏନଏସି ଓ ମ୍ୟୁନିସିପାଲିଟିରେ ଲଟକା ଜାରି

20 Apr , 2018

ଗୋଟିଏ ଦିନରେ ରାଜ୍ୟରେ ୭୦ ହଜାର ଗରିବ ମହିଳାଙ୍କୁ ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଲା ବିଜେପି

20 Apr , 2018

ଆତଙ୍କ ସୃଷ୍ଟି କରି ରାଜନୈତିକ ରୁଟି ସେକିବାକୁ ବିଜେଡିର ଷଡଯନ୍ତ୍ର : ବିଜେପି

20 Apr , 2018

ସହରାଞ୍ଚଳର ବାସୀଙ୍କ ର ଲଢେଇ ଏବଂ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଆସନ୍ତା କଲି ରାଜ୍ୟର ସମସ୍ତ ୧୧୩ ଟି ଏନଏସି ଓ ମ୍ୟୁନିସିପାଲିଟିରେ ଲଟକା ଜାରି କରିବ ବିଜେପି

19 Apr , 2018

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କୁ ବଦନାମ କରିବା ପାଇଁ କଂଗ୍ରେସର ଷଡଯନ୍ତ୍ର ଫେଲ ମାରିଛି l

19 Apr , 2018

ମହେଶ୍ୱର ସାହୁ ପଶ୍ଚିମବଙ୍ଗ କୃଷକ ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ l

19 Apr , 2018

ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସଚେତନତା ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ

18 Apr , 2018

କୃଷକ କଲ୍ୟାଣ ପାଇଁ ବିଜେପି ପ୍ରତିବଦ୍ଧ l

17 Apr , 2018

ଭୂତ ଚାଷୀଙ୍କ ନାମରେ ବିହନ କିଣି କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ରାଜ୍ୟ ସରକାର l

16 Apr , 2018

ରାଜ୍ୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯାଉ l

16 Apr , 2018

ଆଉ କେତେଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ ?

15 Apr , 2018

ଏହି ମିଶ୍ରଣ ପର୍ବ ହେଉଛି ଓଡିଶାର ନୂତନ ରାଜନୀତିକ ଧୃଵୀକରଣର ପ୍ରତିଫଳନ l

8 Apr , 2018

ଶାସକ ବିଜେଡିର ନିର୍ଦ୍ଧେଶରେ କଂଗ୍ରସ କାର୍ଯ୍ୟ କରୁଛି l

7 Apr , 2018

ରାଜ୍ୟ ସଂଯୋଜକ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସହ ସଂଯୋଜକା ଭାବେ ଦିଲୀପ ମଲ୍ଲିକ ମନୋନୀତ l

7 Apr , 2018

ଲିଟର ପିଛା ପେଟ୍ରୋଲରେ ୨୯.୨୮ ଟଙ୍କା ଏବଂ ଡିଜେଲରେ ୨୫.୬୪ ଟଙ୍କା ନେଉଛି ରାଜ୍ୟ ସରକାର l

2 Apr , 2018

‘ମିଶନ ୧୨୦+’ ଲକ୍ଷ ନିଶ୍ଚିତ ରୂପେ ପୂରଣ ହେବ l

1 Apr , 2018

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଙ୍ଗା ଭିଆଇବାର ଦାୟୀତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ l

1 Apr , 2018

ଓଡ଼ିଆ ଭାଷାକୁ ପ୍ରଚଳନ କରିବା ପାଇଁ କେବଳ ଆଇନ ନୁହେଁ , ଆନ୍ତରିକତା ବି ଦରକାର l

1 Apr , 2018

ସାଧାରଣ ଗରିବ ଓଡ଼ିଆ ଲୋକଙ୍କୁ ଲାଭ ପହଂଚାଇବା ପାଇଁ ଉଦ୍ଧିଷ୍ଟ ନୁହେଁ ବରଂ ତେଲ ବାହାନାରେ ଧର୍ମେନ୍ଦ୍ରଙ୍କ ଉପରେ ରାଜନୈତିକ ଆକ୍ରମଣର ବାହାନା କରିଛି ବିଜେଡି l

30 Mar , 2018

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସହ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି l

30 Mar , 2018

ରାଜ୍ୟରେ ଗୋଟିଏ ଆଭିମୁଖ୍ୟ ଏବଂ ଦିଲ୍ଲୀରେ ଭିନ୍ନ ଆଭିମୁଖ୍ୟ ପରିବେଷଣ କରିବାରେ ବିଜେଡି ଧୁରନ୍ଧର I

29 Mar , 2018

ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଜୋନ ଏବଂ ସହରାଂଚଳର ଶକ୍ତିକେନ୍ଦ୍ରରେ ବିଜେପି ପାଳନ କରିବ ଉତ୍କଳ ଦିବସ l

28 Mar , 2018

ମୁଖ୍ୟମନ୍ତ୍ରୀ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି l

28 Mar , 2018

ରାଜ୍ୟର ସମସ୍ତ ୧୦୦୧ ମଣ୍ଡଳରେ ବିଜେପି ପାଳନ କରିବ ଉତ୍କଳ ଦିବସ l

27 Mar , 2018

କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ବେଦାନ୍ତ ସହବୁଝାବୁଣା ପତ୍ର ପୁଣି ଓଡିଶା ବାସୀଙ୍କୁ ଠକିବା ପାଇଁ ଆଉ ଏକ ଡ୍ରାମା l

26 Mar , 2018

ବ୍ୟାପକ ପିସି କାରବାର ଆଗାମୀ ଦିନରେ ଆଳୁ ଦର ବଢିବାର ପ୍ରମୁଖ କାରଣ l

24 Mar , 2018

ଚଳିତ ରାଜ୍ୟ ବଜେଟ ଏକ ଅସ୍ତଗାମୀ ବଜେଟ l

21 Mar , 2018

ଶାସକ ବିଜୁ ଜନତା ଦଳ ପୋଲିସକୁ ଅସ୍ତ୍ର ଭାବରେ ବ୍ୟବହାର କରି ବିଜେପି ଉପରେ ଆକ୍ରୋଶ ରାଜନୀତି ଚଳାଇଛି l

21 Mar , 2018

ଓଡିଶାରେ ସମବାୟ ଆନ୍ଦୋଳନ ତାର ଲକ୍ଷ ପଥରୁ ବିଚ୍ୟୁତ ହୋଇଛି l

20 Mar , 2018

କେନ୍ଦ୍ରସରକାରଙ୍କ ଯୋଜନାକୁ ହାଇଜାକ କରି ନିଜ ନାଁ ଦେବାରେ ମୁଖ୍ୟମନ୍ତ୍ରୀ ମାହିର l

20 Mar , 2018

ଏମଏସଟିସି ଲିମିଟେଡ଼ର ସ୍ୱତନ୍ତ୍ର ନିର୍ଦେଶିକା ଭାବେ ନିଯୁକ୍ତି ପାଇଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡା l

20 Mar , 2018

ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଛନ୍ତି ରାଜ୍ୟ ସରକାର l

19 Mar , 2018

ସରକାରଙ୍କ ବିଫଳତା ଏବଂ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି l

19 Mar , 2018

ଆସନ୍ତା ଏପ୍ରିଲ ୪ ଓ ୫ ରେ ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ଆମିତ ସାହା l

18 Mar , 2018

ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାପାଇଁ ବିଜେପି ପ୍ରତିନିଧିଦଳଙ୍କୁ ପରାମଶ ଦେଲେ ମହାମହିମ l

17 Mar , 2018

ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଧର୍ମୀୟଭାବନାକୁ କୁଠାରଘାତ କରିଛନ୍ତି l

16 Mar , 2018

ଅଣ କଂଗ୍ରେସ ରାଜନୀତି ଛାଡି କଂଗ୍ରେସ ସହ ଅଘୋଷିତ ମେଣ୍ଟ କରିଛନ୍ତି ନବୀନ l

15 Mar , 2018

ଡିସିପି ଅଫିସ ଆଗରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ତରଫରୁ ସତ୍ୟାଗ୍ରହ l

15 Mar , 2018

ଦିଲେଶ୍ଵର ସାହୁଙ୍କ ମୃତ୍ୟୁ ଷଡଯନ୍ତ୍ର ପଛରେ ଥିବା ରହସ୍ୟ ଉପରେ ପର୍ଦ୍ଦା ଢାଙ୍କି ଲୋକଙ୍କ ନଜର ଏଡ଼ାଇବା ପାଇଁ ବରିଷ୍ଠ ବିଜେପି ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ଗିରଫ କରିବା ସରକାରୀ ଦଳର ଏକ ହୀନ ଷଡଯନ୍ତ୍ର I

15 Mar , 2018

ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ପାଇଁ ମଧ୍ୟପ୍ରଦେଶରୁ ସଦ୍ୟ ନିର୍ବାଚିତ ହୋଇଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ l

14 Mar , 2018

ଆସନ୍ତା କାଲି ଯୁବମୋର୍ଚ୍ଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ l

14 Mar , 2018

ବାରିପଦା ଘଟଣା ପୁଣି ଥରେ ଦାନ ମାଝୀ ପ୍ରସଙ୍ଗକୁ ମନେ ପକାଇ ଦେଇଛି l

13 Mar , 2018

ପ୍ରାଣ ହରାଇଥିବା ଓଡ଼ିଆ ଯବାନ ମନୋରଞ୍ଜନ ଲେଙ୍କାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ l

13 Mar , 2018

କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି l

13 Mar , 2018

ପ୍ରାଥମିକ ଶିକ୍ଷକ ତଥା ଶିକ୍ଷା ସହାୟକମାନଙ୍କୁ ପୁଣି ଥରେ ମିଛ ପ୍ରତିଶୃତି ଦେଇ ବିଭ୍ରାନ୍ତ କରିଛି ରାଜ୍ୟ ସରକାର l

12 Mar , 2018

ପୁରୁଣା ରାସ୍ତାକୁ ମରାମତି କରି “ବିଜୁ ଏକ୍ସପ୍ରେସ୍ ୱେ” ନାମକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l

11 Mar , 2018

ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ l

10 Mar , 2018

ଜନଜାତିମାନଙ୍କର ବିକାଶ ନୁହେଁ ବରଂ ନିଜ ଦଳିଅ ନେତାଙ୍କୁ ଥଇଥାନ କରିବା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ l

8 Mar , 2018

ଗଣମାଧ୍ୟମର ଭୁଲ ସମ୍ବାଦ ପରିବେଷଣକୁ ବିଜେପି ଓବିସି ମୋର୍ଚ୍ଚାର ଖଣ୍ଡନ, ବନ୍ଦନା ଦାସ ବିଜେପି ଦଳର ସଦସ୍ୟା ନୁହଁନ୍ତି l

8 Mar , 2018

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ l

8 Mar , 2018

ବିଜେଡି ନେତାଙ୍କ ମାଫିଆ ଡନ୍ ଡି ବ୍ରଦର୍ସ ଲିଙ୍କ ପର୍ଦାଫାସ ପରେ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି ବ୍ରଦର୍ସ ଲିଙ୍କ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ l

7 Mar , 2018

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପ୍ରସଙ୍ଗରେ, ରାଜ୍ୟର ଅନ୍ୟ ପ୍ରାନ୍ତ ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କର ବିଦ୍ୱେଷ ଓ ବୈମାତୃକ ମନୋଭାବକୁ ସ୍ପଷ୍ଟ କରିଛି l