କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଠାରେ କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l

30 Apr , 2018 untitled-12-copy

...

Read More

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବାରିପଦାର ହଦହଦି ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଥମ ଆଦିବାସୀ ଆଇନଜୀବୀ ସୁନାରାମ ସରେନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି I

untitled-11-copy

...

Read More

ମା’କୁ ସମ୍ମାନ ନାରା ଦେଇ ରାଜ୍ୟରେ ୧୮ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଛି l କୁନ୍ଦୁଲି ପୀଡିତାଙ୍କ ପରେ ଗତକାଲି ସାଲେପୁର ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ଦୁଃଖଦ ମୃତ୍ୟୁ ମଧ୍ୟ ଏହା ପ୍ରତିପାଦିତ କରିଛି l ତେଣୁ ରାଜ୍ୟରେ ମା’ ଭଉଣୀ ମାନଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ, ଏଭଳି ସମ୍ବେଦନହୀନ, ଅପାରଗ ସରକାର ବିରୁଦ୍ଧରେ ଆଜି ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି l

untitled-10-copy

...

Read More

ମୟୁରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୧୪୦୦ ଶତାବ୍ଦୀରେ ମୟୂରଭଞ୍ଜ ମହାରାଜା ହରିହର ଭଞ୍ଜଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ମୟୂରଭଞ୍ଜର ଐତିହାସିକ ହରିପୁରଗଡକୁ ସ୍ଥାନୀୟ ଜନସାଧାରଣଙ୍କ ସହ ବୁଲି ଦେଖିଛନ୍ତି l

untitled-9-copy

...

Read More