”ଗରିବ କଲ୍ୟାଣ ପାଇଁ ମୋଦି କରିଛନ୍ତି ଓଡିଶାକୁ ପ୍ରୟୋଗଶାଳା”ର ରାଜ୍ୟ ସ୍ତରୀୟ କର୍ମଶାଳା ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ଏହି କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ସାରଦା ପ୍ରସାଦ ଶତପଥୀ, ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟର ସମସ୍ତ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି l

16 May , 2017 18446816_864355013718725_8700636780732008794_n

...

Read More

ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ଶ୍ରୀ ବସନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଆଜି କୋମନା ବ୍ଲକ କୋନାବିରା ଗ୍ରାମ ପଞ୍ଚାୟତ ପାଣ୍ଡେଲବାହାଳିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା I ଉକ୍ତ ମିଶ୍ରଣ ପର୍ବରେ ବିଜେଡ଼ି ଓ କଂଗ୍ରେସର ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି I

15 May , 2017 18424113_1854121791471496_2817350555767371863_n-1

...

Read More

କେନ୍ଦ୍ର ସରକାରଙ୍କର କୃଷି ଏବଂ କୃଷକ ମାନଙ୍କ ଉନ୍ନତି ପାଇଁ ଥିବା ସମସ୍ତ ଯୋଜନାକୁ ରାଜ୍ୟରେ ସଫଳ ରୂପାୟନ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ : ଶିବାଜୀ ମହାନ୍ତି

18447301_1854399628110379_8098094493209471875_n

...

Read More

ସୁବର୍ଣ୍ଣପୁର ଜିଲ୍ଲା Biju Janata Dal Odisha ଏବଂ କଂଗ୍ରେସର ଶତାଧିକ କର୍ମୀ ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଜିଲ୍ଲା ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ l

18447467_1030163097118085_8277016284001575049_n

...

Read More