|
|
|
ସେପ୍ଟେମ୍ବର
ଜନ୍ମ
- ୧ – ଅରବିନ୍ଦ ମୁଦୁଲି, ଭଜନ ଗାୟକ (ଜନ୍ମ: ୧୯୬୧)
- ୪ – ସାହିତ୍ୟ ବିଶାରଦ କୁଞ୍ଜବିହାରୀ ତ୍ରିପାଠୀ, ଶିକ୍ଷାବିତ ଓ ଭାଷା ଗବେଷକ (ଜନ୍ମ: ୧୯୧୧)
- ୫ – ଧନେଶ୍ଵର ମହାପାତ୍ର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୩୧)
- ୧୦ – ଉପେନ୍ଦ୍ର ତ୍ରିପାଠୀ, ଶିଶୁ ସାହିତ୍ୟିକ (ଜନ୍ମ: ୧୯୦୩)
- ୧୦ – ପଦ୍ମଶ୍ରୀ କୁଙ୍କୁମ ମହାନ୍ତି, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ (ଜନ୍ମ: ୧୯୪୬)
- ୧୪ – ବୈକୁଣ୍ଠନାଥ ପଟ୍ଟନାୟକ, କବି (ଜନ୍ମ: ୧୯୦୪)
- ୧୪ – ଶ୍ରଦ୍ଧାକର ସୁପକାର, ଗାନ୍ଧିବାଦୀ ରାଜନେତା, ସାମ୍ବାଦିକ ଓ ଲେଖକ (ଜନ୍ମ: ୧୯୧୪)
- ୧୫ – ବ୍ରଜରାଜ ମହାପାତ୍ର, ତିଗିରିଆର ଶେଷ ରାଜା (ଜନ୍ମ: ୧୯୨୧)
- ୧୫ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ଜନ୍ମ: ୧୯୩୩)
- ୧୬ – ଚନ୍ଦ୍ରଶେଖର ରାଓ, ଓଡ଼ିଶା ଲଳିତକଳା ଏକାଡେମୀ ସମ୍ମାନିତ ଚିତ୍ରଶିଳ୍ପୀ (ଜନ୍ମ:୧୯୪୦)
- ୧୭ – ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର (ଜନ୍ମ: ୧୯୩୭)
- ୧୮ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ମୃତ୍ୟୁ: ୧୯୫୭)
- ୨୧ – ପଦ୍ମଶ୍ରୀ ଭଗବାନ ସାହୁ, ଲୋକନୃତ୍ୟ ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୧୪)
- ୨୨ – ପଦ୍ମଶ୍ରୀ ଜୟନ୍ତ ମହାପାତ୍ର (ଜନ୍ମ: ୧୯୨୮)
- ୨୮ – କବିବର ରାଧାନାଥ ରାୟ (ଜନ୍ମ: ୧୮୪୮)
- ୨୯ – ପଠାଣି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୮)
- ୩୦ – ପ୍ରଫୁଲ୍ଲ ଦାସ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୭)
- ୩୦ – ଧନେଶ୍ଵର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୪୯)
ମୃତ୍ୟୁ
- ୧ – ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ମୃତ୍ୟୁ: ୨୦୦୧)
- ୦୮– ଶିବବ୍ରତ ଦାସ, ଓଡ଼ିଆ କଥାଚିତ୍ର ଗୀତିକାର (ମୃତ୍ୟୁ: ୧୯୮୮)
- ୯ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ମୃତ୍ୟୁ: ୧୯୮୦)
- ୧୨ – ଦାଶରଥି ପଟ୍ଟନାୟକ, ସଂଗ୍ରାହକ (ମୃତ୍ୟୁ: ୧୯୯୭)
- ୧୩ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ମୃତ୍ୟୁ: ୧୯୮୦)
- ୧୩ – ରଙ୍ଗନାଥ ମିଶ୍ର, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ମୃତ୍ୟୁ: ୨୦୧୨)
- ୨୧ – ନିଜାମ, ଗୀତିକାର (ମୃତ୍ୟୁ: ୨୦୧୫)
- ୨୮ – ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଶିଶୁ ସାହିତ୍ୟିକ (ମୃତ୍ୟୁ: ୧୯୯୪)
ପର୍ବପର୍ବାଣୀ
ଅକ୍ଟୋବର
ଜନ୍ମ
- ୧ – ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ (ଜନ୍ମ: ୧୯୩୯)
- ୧ – ରତି ରଞ୍ଜନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୫୨)
- ୨ – ନିଜାମ, ଗୀତିକାର (ଜନ୍ମ: ୧୯୫୧)
- ୩ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (ଜନ୍ମ: ୧୮୯୦)
- ୦୩ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୩)
- ୪ – ମନୋଜ କୁମାର ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ଗାଳ୍ପିକ (ଜନ୍ମ: ୧୯୫୪)
- ୮ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଐତିହାସିକ, ସାହିତ୍ୟିକ ଓ ରାଜନୀତିଜ୍ଞ (ଜନ୍ମ: ୧୮୯୦)
- ୯ – ଉତ୍କଳମଣି ଗୋପବନ୍ଧୁ ଦାସ (ଜନ୍ମ: ୧୮୭୭)
- ୧୦ – ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର, ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ (ଜନ୍ମ: ୧୯୨୨)
- ୧୨ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ଜନ୍ମ: ୧୮୯୩)
- ୧୨ – ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ନାଟ୍ୟକାର (ଜନ୍ମ: ୧୯୨୦)
- ୧୨ – ଅକ୍ଷୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ, ଲେଖକ (ଜନ୍ମ: ୧୯୩୭)
- ୧୬ – ନବୀନ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୬)
- ୧୭ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ଜନ୍ମ: ୧୮୮୭)
- ୧୭ – ଚନ୍ଦ୍ରଶେଖର ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୯)
- ୧୯ – ଉମାଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ (ଜନ୍ମ: ୧୯୦୨)
- ୨୩ – କାର୍ତ୍ତିକ କୁମାର ଘୋଷ, 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ' ପ୍ରାପ୍ତ ଅଭିନେତା (ଜନ୍ମ: ୧୯୦୩)
- ୨୩ – ନରେନ୍ଦ୍ର ନାଥ ମିଶ୍ର, ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ (ଜନ୍ମ: ୧୯୨୯)
- ୨୫ – ବିଭୂତି ପଟ୍ଟନାୟକ, ସାହିତ୍ୟିକ (ଜନ୍ମ: ୧୯୩୭)
- ୨୫ – ନିତ୍ୟାନନ୍ଦ ଶତପଥୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସମାଲୋଚକ (ଜନ୍ମ: ୧୯୩୭)
- ୨୬ – ଗଣକବି ବୈଷ୍ଣବ ପାଣି, (ଜନ୍ମ: ୧୮୮୨)
- ୨୮ – ଗଣେଶ୍ଵର ମିଶ୍ର, ଲେଖକ, ଅନୁବାଦକ (ଜନ୍ମ: ୧୯୪୨)
- ୨୯ – ଜୟୀ ରାଜଗୁରୁ, ଭାରତର ପ୍ରଥମ ଶହୀଦ (ଜନ୍ମ: ୧୭୩୯)
ମୃତ୍ୟୁ
ପର୍ବପର୍ବାଣୀ
|
|
|
|