ପ୍ରଧାନ ପୃଷ୍ଠା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
      ଓଡ଼ିଆ ଉଇକିପିଡ଼ିଆ
       ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
        ଏହା ୮,୮୮୩ ଗୋଟି ପ୍ରସଙ୍ଗରେ ଭରା ।
Wikipediahalf.png

ଅଣସର ସମୟରେ ପୂଜା କରାଯାଉଥିବା ପଟ୍ଟିଦିଅଁ

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ ପୁରୁଣା ଶରୀର ତେଜି ନୂତନ ଶରୀର ଧାରଣ କରିବା ନୀତି ନବକଳେବର ଭାବେ ପରିଚିତ । ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ନବକଳେବର ୨୦୧୫, ୧୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଇଛି ।

ନବକଳେବର ବିଧି ବିଧାନରେ ବାରଗୋଟି ସୋପାନ ରହିଛି, ସେଗୁଡିକ ହେଲା: ୧. ବନଯାଗ ଯାତ୍ରା ୨. ମହାଦାରୁ ନିର୍ଣ୍ଣୟ ୩. ଶବରପଲ୍ଲୀ ନିର୍ମାଣ ୪. ପାରମ୍ପରିକ ବୈଦିକ କର୍ମ ୫. ମହାଦାରୁଙ୍କ ଚ୍ଛେଦନ ୬. ମହାଦାରୁଙ୍କ ଶ୍ରୀକ୍ଷେତ୍ରକୁ ଯାତ୍ରା ୭. ଦାରୁଶାଳା ନିର୍ମାଣ ୮. ନୂତନ ବିଗ୍ରହ ନିର୍ମାଣ କାର୍ଯ୍ୟ ୯. ବ୍ରହ୍ମୋତ୍ସବ ଲୀଳା ୧୦. ଗୋଲୋକ ଲୀଳା ୧୧. ଦଇତାପତିମାନଙ୍କ ଶୁଦ୍ଧିକ୍ରିୟା ୧୨. ଦାରୁ ବିଗ୍ରହଙ୍କ ପୂର୍ଣ୍ଣ ରୂପାୟନ ଓ ନବକଳେବର ଦର୍ଶନ

ବନଯାଗ ଯାତ୍ରାରେ ନଅ ପ୍ରକାର ସେବକ ଭାଗ ନେଇଥାନ୍ତି । ବାସନ୍ତିକ ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହା ଆରମ୍ଭ ହୋଇଥାଏ ।


ପୁରା ପଢ଼ନ୍ତୁ...


Nuvola apps bookcase.png କେମିତି ବ୍ୟବହାର କରିବେ ଉଇକିପିଡ଼ିଆ
Wikipediahalf.png

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର





Wikipedia-logo.png ଅଲଗା ଭାଷାରେ ଉଇକିପିଡ଼ିଆ
Wikipediahalf.png

ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହେଇଅଛି । ଏହା ୨୦୦୨ (୨୦୦୨)ରେ ଆରମ୍ଭ ହେଇଥିଲା, ଏବେ ଏଥିରେ ୮,୮୮୩ ଗୋଟି ଲେଖା ଅଛି । ଆଉରି ଅନେକ ଭାଷାରେ ଉଇକିପିଡ଼ିଆ ଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:


ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)