5:31
Bharat ( ଭାରତ )
Bharat - India :-- ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ Ι ଏହା ଭୌଗୋଳିକ ଆ...
published: 07 Aug 2011
author: deepak basti
Bharat ( ଭାରତ )
Bharat - India :-- ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ Ι ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତିୟ ବୃହତ୍ତମ ଦେଶ ଅଟେ Ι ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ Ι ଏହାର ଉତ୍ତରରେ ଉଚ ଏବଂ ବହୁଦୂର ଯାଏଁ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୁର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ଅଛି Ι ଏହି ବିଶାଳ ଭୂଖଣ୍ଡରେ ୩୦ ଗୋଟି ରାଜ୍ୟ ଅଛି । ତା ସହିତ ୭ଟି କେନ୍ଦ୍ର-ଶାସିତ ଇଲାକା ମଧ୍ୟ ରହିଛି । Upload & Edit by Deepak Basti , Automobile Engineer,KSA-Riyadh. Web - www.deepakbasti.blogspot.com
published: 07 Aug 2011
views: 96
7:35
Dog mother safeguards plenty of puppies. Busy Indian street - Saving stray dogs in India
Watch this increadible mother jump of a fence, trying to gather all 7 puppies as suddenly ...
published: 09 Feb 2012
author: MyIndiaExperience
Dog mother safeguards plenty of puppies. Busy Indian street - Saving stray dogs in India
Watch this increadible mother jump of a fence, trying to gather all 7 puppies as suddenly bicycles, motorcycles and even a bus run across. Saving stray dogs. Dog mother safeguards plenty of puppies on a busy Indian street. A fishermen town on the coast of the Arabian sea has it's share of...
published: 09 Feb 2012
author: MyIndiaExperience
views: 1348
1:43
Bande Mataram - Orissa
Bande Mataram - Orissa. ଵଂଦେମାତରଂ ସୁଜଲାଂ ସୁଫଲାଂ ମଲୟଜ ଶୀତଲାଂ ସସ୍ୟ ଶ୍ୟାମଲାଂ ମାତରଂ ||ଵଂଦେ|| ଶ...
published: 15 Jul 2011
author: deepak basti
Bande Mataram - Orissa
Bande Mataram - Orissa. ଵଂଦେମାତରଂ ସୁଜଲାଂ ସୁଫଲାଂ ମଲୟଜ ଶୀତଲାଂ ସସ୍ୟ ଶ୍ୟାମଲାଂ ମାତରଂ ||ଵଂଦେ|| ଶୁଭ୍ରଜ୍ୟୋତ୍ସ୍ନା ପୁଲକିତୟାମିନୀଂ ପୁଲ୍ଲକୁସୁମିତ ଦ୍ରୁମଦଲ ଶୋଭିନୀଂ ସୁହାସିନୀଂ ସୁମଧୁର ଭାଷିଣୀଂ ସୁଖଦାଂ ଵରଦାଂ ମାତରଂ || ଵଂଦେ || କୋଟିକୋଟି କଂଠ କଲକଲ ନିନାଦକରାଲେ କୋଟି କୋଟି ଭୁଜୈର ଧୃତ କର କରଵାଲେ ଅବଲା କେୟନୋ ମା ଏତୋ ବଲେ ବହୁବଲ ଧାରିଣୀଂ ନମାମି ତାରିଣୀଂ ରିପୁଦଲଵାରିଣୀଂ ମାତରାମ || ଵଂଦେ || ତିମି ଵିଦ୍ୟା ତିମି ଧର୍ମ ତୁମି ହୃଦି ତୁମି ମର୍ମ ତ୍ଵଂ ହି ପ୍ରାଣାଃ ଶରୀରେ ବାହୁତେ ତୁମି ମା ଶକ୍ତି ହୃଦୟେ ତୁମି ମା ଭକ୍ତି ତୋ ମାରୟି ପ୍ରତିମା ଗଡି ମଂଦିରେ ମଂଦିରେ || ଵଂଦେ || ତ୍ଵଂ ହି ଦୁର୍ଗା ଦଶ ପ୍ରହରଣ ଧାରିଣୀ କମଲା କମଲଦଳ ଵିହାରିଣୀ ଵାଣୀ ଵିଦ୍ୟାଦାୟିନୀ ନମାମି ତ୍ଵାଂ ନମାମି କମଲାମ ଅମଲାମ ଅତୁଲାଂ ସୁଜଲାଂ ସୁଫଲାଂ ମାତରମ || ଵଂଦେ || ଶ୍ୟାମଲାଂ ସରଲାଂ ସୁସ୍ମିତାଂ ଭୂଷିତାଂ ଧରଣୀଂ ଭରଣୀଂ ମାତରଂ Read Related Stotrams: - ଜନ ଗଣ ମନ - ସାରେ ଜହା ସେ ଅଚ୍ଛା - ଜୟ ଜୟ ଜୟ ପ୍ରିୟ ଭାରତ - ଦେଶମୁନୁ ପ୍ରେମିଂଚୁମନ୍ନ - ଏ ଦେଶମେଗିନା Upload & Edit by Deepak Basti , Automobile Engineer,KSA-Riyadh. Web - www.deepakbasti.blogspot.com
published: 15 Jul 2011
author: deepak basti
views: 237